Latest Odisha News

BREAKING NEWS

କବିତା : ନାରୀଶ୍ଵର

ମନୋଜ ରଥ ଦିନେ ହୁଏତ ଦପ୍ ଦପ୍ ଲିଭି ଯିବ ସୂର୍ଯ୍ୟ ଜହ୍ନ ଏକ ଭଦ୍ର ଲୋକ ଦେଖେଇବ ଅଂଧାରରେ ତା' ଅପର ପାଶ୍ୱ । ଦିନେ ହୁଏତ ରୁଦ୍ରାକ୍ଷ ଭଳି ତପସ୍ୱୀ ଆକାଶ ହାତରୁ ବିଛେଇ ହେଇ ତଳେ ପଡିଯିବେ ସବୁ ନକ୍ଷତ୍ର , ଏକେ ୪୭ ଗୁଳିରେ ବିଦ୍ଧ ଏକ ସହିଦର ଛାତି ଭଳି ଆକାଶର ଛାତିରେ ଥିବ…

ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକଙ୍କ ପରଲୋକ

ନୂଆଦିଲ୍ଲୀ:ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ କାର୍ଲଟନ ଚ୍ୟାପମ୍ୟାନଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ଏହି ମିଡଫିଲ୍ଡରଙ୍କୁ ୪୯ ବର୍ଷ ହୋଇଥିଲା । ରବିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସୋମବାର ତାଙ୍କର ମୃତ୍ୟୁ…

ଫେରାରୀ ହେଲା କାଳ

ହାଇଦ୍ରାବାଦ (ତେଲେଙ୍ଗାନା): ହାଇଦ୍ରାବାଦର ମାଧପୁରର ଏକ ନିର୍ମାଣାଧୀନ ବିଲ୍ଡିଂରେ ରକ୍ଷୀ ଭାବରେ କାର୍ଯ୍ୟ କରୁଥିବା ଜଣେ ୫୦ବର୍ଷ ବୟସ୍କ ଉପରେ ଫେରାରୀ ମାଡିଯାଇଥିବା ଜଣାପଡିଛି । ବ୍ୟକ୍ତିଙ୍କ ଉପରେ ଦ୍ରୁତ ଗତିରେ ଫେରେରୀ କାର ଚଢିଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।…

ଘରୋଇ ହିଂସା ମାମଲା; ଅନୁଭବଙ୍କୁ କୋର୍ଟଙ୍କ ନୋଟିସ୍‌

କଟକ: ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କୁ ଘରୋଇ ହିଂସା ମାମଲାରେ କଟକ ଏସଡିଜିଏମ୍ କୋର୍ଟ ନୋଟିସ୍ ଜାରି କରିଛନ୍ତି । ସୂଚନାନୁଯାୟୀ ନିକଟ ଅତୀତରେ ଏହି ବିଜେଡି ସାଂସଦ ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ନେଇ କୋର୍ଟଙ୍କର ଦ୍ୱାରସ୍ଥ…

ଟୋକିଓ ଆୟୋଜନ କରୁଛି ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ଟୁର୍ନାମେଣ୍ଟ

ଟୋକିଓ: ଆସନ୍ତା ମାସରେ ଟୋକିଓ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ଟୁର୍ନାମେଣ୍ଟ ଆୟୋଜନ କରିବ ବୋଲି ଆୟୋଜକମାନେ ସୋମବାର କହିଛନ୍ତି । କରୋନା ଯୋଗୁଁ ସ୍ଥଗିତ ହୋଇଯାଇଥିବା ଅଲିମ୍ପିକ୍ସ ପୂର୍ବରୁ ଏକ ଅଭ୍ୟାସ ଭାବେ କାର୍ଯ୍ୟ କରିବା ନେଇ ଆଶାବାଦୀ ଅଛନ୍ତି ଆୟୋଜକ । ଆସନ୍ତା ନଭେମ୍ବର ୮…

ନବରାତ୍ରି ପାଳନର ମହତ୍ତ୍ୱ

ନବରାତ୍ରି ପାଳନର ମହତ୍ତ୍ୱ: ଏହାକୁ ନବଦୁର୍ଗା, ନବରାତ୍ରୀ କିମ୍ବା ଦୁର୍ଗା ପୂଜା କୁହାଯାଇଥାଏ। ଏହି ନଅ ଦିନଯାକ ଦେବୀ ଦୁର୍ଗାଙ୍କ ଆରାଧନାରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠେ। ତେବେ ଏ ସବୁ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦର ପରମ୍ପରା ଦେଖିବାକୁ ମିଳେ ପଶ୍ଚିମବଙ୍ଗର ଦୁର୍ଗା…

ଭିଡିଓ କନଫେରେନ୍ସିରେ ଲୋକାର୍ପଣ ହେଲା ୪୪ ପୋଲ, ପ୍ରତିରକ୍ଷା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଭିଡିଓ କନଫେରେନ୍ସି ମାଧ୍ୟମରେ ୪୪ ପୋଲ ଲୋକାର୍ପଣ କରିଛନ୍ତି । ଏଲଏସି ଓ ଏଲଓସିରେ ଭାରତର ଯବାନମାନଙ୍କ ପାଖରେ ଏହା ମାଧ୍ୟମରେ ଶୀଘ୍ର ସହାୟତା ତଥା ଅସ୍ତ୍ରଶସ୍ତ୍ର ପଂହଚିପାରିବ । ପୋଲଗୁଡିକ ସୀମାବର୍ତି ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର,…

କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪…

ଚାଇନାରେ ପୁଣି ମାତିଲା କରୋନା, ୫ଦିନରେ ପୁରା ସହରର ହେବ ପରୀକ୍ଷା

ବେଜିଂ: ପୁଣି ଚାଇନାରେ କରୋନା ଭାଇରସର ଦୌରାତ୍ମ୍ୟ ଦେଖାଯାଇଛି । ୬ଜଣ କରୋନାଭାଇରସ୍ ଆକ୍ରାନ୍ତ ହେବା ପରେ ପାଞ୍ଚ ଦିନ ମଧ୍ୟରେ କ୍ୱିଙ୍ଗଡ଼ାଓ ସହରର ନଅ ନିୟୁତରୁ ଅଧିକ ବାସିନ୍ଦାଙ୍କୁ ପରୀକ୍ଷା କରିବାକୁ ଚୀନ୍ ଲକ୍ଷ୍ୟ ରଖିଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସୋମବାର କହିଛନ୍ତି। ଯେଉଁ…

ବିିଜ୍ଞାନ ଖେଳ : କେମିତି କାଗଜରେ ପ୍ରସ୍ତୁତ କରିବେ ଫାଇଟର ପ୍ଲେନ

ଏୟାର ସୋ ରେ ସମୟରେ ଦେଖିଥିବ କିରି ବିଭିନ୍ନ ପ୍ରକାର ଏରୋଲନ୍ ସେମାନଙ୍କ କଳା କୌଶଳ ଦେଖାନ୍ତି । ସେମାନଙ୍କ ଆକାର ପ୍ରକାର ଭିନ୍ନ ଭିନ୍ନ । କାହାକ ଡେଣା ଚଉଡା ତ ପୁଣି କାହାର ମୁହଁ ଗୋଜିଆ । କିଏ ଦ୍ରୁତ ଗତିର ଉଡୁଥାଏ ତ କିଏ ପୁଣି ଆକାଶରେ ମାଙ୍କଡ ଚିତ ମାରୁଥାଏ । ଏମିତି କଳା କୌଶଳ…