Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଭାରତରେ ଭାଇରାଲ୍ ଥାଇଲାଣ୍ଡ ମ୍ୟୁଜିୟମ୍ !

ଭୁବନେଶ୍ୱର: ପୁଣି ଏକ ଫଟୋ ସହାୟତାରେ ମିଥ୍ୟା ଗୁଜବ । ଇତିହାସକାରଙ୍କୁ ବଦନାମ । ତଥାପି ଲୋକେ ଅନାୟସରେ ଏକ ଫଟୋ ସହ ବିଭ୍ରାନ୍ତିକର କ୍ୟାପ୍ସନ୍‌କୁ ସେୟାର କରିଥିଲେ । ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ କରିଥିଲା ମିଥ୍ୟା ଗୁଜବ ପର୍ଦ୍ଦାଫାସ୍ । ସାମ୍ନାକୁ ଆସିଥିଲା ଆଶ୍ଚର୍ଯ୍ୟକର ସତ୍ୟତା…

ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ନବରଙ୍ଗପୁର : ନବରଙ୍ଗପୁରରେ ଭୟଙ୍କର ଅଗ୍ନିକାଣ୍ଡ । ସହରରେ ଥିବା ଏକ ଲୁଗା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବାକୁ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ନିଆଁ ପ୍ରକୋପ ଏତେ ଅଧିକ ଅଛି ଯେ, ଏହାକୁ ଆୟତ୍ତ କରାଯାଇ ପାରିନାହିଁ । ଏସିରୁ ସର୍ଟ ସର୍କିଟରୁ ହୋଇ ନିଆଁ…

ପୋଲିସ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ, ସଫଳତା ନେଇ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପିଙ୍କ ସୂଚନା

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି l ପୋଲିସ ଓ ମାଓବାଦୀ ଗୁଳିବିନିମୟରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରୱାଲ ।  ସୂଚନା ଅନୁସାରେ, ଗତ ୨୮ ତାରିଖରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ…

ଆଇପିଏଲ: ଏଥର ଦିଲ୍ଲୀ କ୍ୟାପିଟାଲ୍ସରେ ଚାଲିବ ପନ୍ତଗିରି

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଟିମ୍ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ବର୍ଷୀୟ ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ନିୟମିତ…

ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ, ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ : ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ । ପେଟେରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ନଓ୍ବାବ ମଲ୍ଲିକ । ଆଜି ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଶରଦ ପାଓ୍ବାରଙ୍କୁ ଡାକ୍ତରଖାନାରେ…

ତୁର୍କୀ ଗସ୍ତରେ ଯାଇଥିବା ଭାରତୀୟ ବକ୍ସିଂ ଟିମର ୮ ସଦସ୍ୟଙ୍କୁ କରୋନା

ନୂଆଦିଲ୍ଲୀ: ତୁର୍କୀ ଗସ୍ତରେ ଯାଇଥିବା ଭାରତୀୟ ବକ୍ସିଂ ଟିମର ୩ ବକ୍ସର ଓ ୫ ଅଫିସିଆଲ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଇସ୍ତାନବୁଲରେ ସେମାନଙ୍କୁ କ୍ୱାରୋଂଟାଇନରେ ରଖାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡା ରୌପ୍ୟ ପଦକ ବିଜେତା ଗୌରବ ସୋଲାଙ୍କି (୫୭କିଗ୍ରା)ଙ୍କ ସମେତ ଅନ୍ୟ ୨ ବକ୍ସର…

ଦେଶରେ ବିଗୁଡୁଛି କରୋନା ସ୍ଥିତି, ସତର୍କ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିଗୁଡୁଛି କରୋନା ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ମୃତ୍ୟୁସଂଖ୍ୟା ମଧ୍ୟ ତିନି ଶହ ପାଖାପାଖି ରହୁଛି । ଦେଶରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତାରେ କେନ୍ଦ୍ର ସରକାର । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଦିନକୁ ଦିନ ଜଟିଳ…

ଅଜାଜ ଖାଁଙ୍କୁ ଅଟକ ରଖିଲା ଏନସିବି

ମୁମ୍ବାଇ: ନିଶା କାରୋବାରରେ ଲିପ୍ତ ଥିବା ଅଭିଯୋଗରେ ମଙ୍ଗଳବାର ନାର୍କୋଟିକ୍ସ କଂଟ୍ରୋଲ ବୋର୍ଡ (ଏନସିବି) ଅଭିନେତା ଅଜାଜ ଖାଁଙ୍କୁ ଗିରଫ କରିଛି । ମୁମ୍ବାଇ ବିମାନବନ୍ଦରରେ ଏନସିବି ତାଙ୍କୁ ଅଟକ ରଖିଥିଲା । ଡ୍ରଗ୍ସ ପ୍ୟାଡଲର ଶାଦାବ ବଟାଟାଙ୍କ ପୁତ୍ର ଶଦାବ ବଟାଟା ଗିରଫ ହେବା ପରେ ଅଜାଜଙ୍କ…

ବଡ଼ଯାତ୍ରା ଅବସରରେ ମାଲକାନଗିରିରେ ଜମିଥିଲା ମଦ ମେଳା

ମଦ ମେଳା । ଶୁଣିବାକୁ ଆପଣଙ୍କୁ ଟିକେ ଅଜବ ଲାଗୁଥିବ । କେବେ ଦେଖିନଥିବେ ଏମିତି ମେଳା । ବଡଯାତ୍ରା ଉପଲକ୍ଷେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ମଦ ମେଳାର ଆସର । କୋୟା ଆଦିବାସୀ ସମ୍ପ୍ରଦାୟର ଲୋକେ ଆୟୋଜନ କରିଥାନ୍ତି ଏହି ପାରମ୍ପରିକ ମଦ ମେଳା । ଯେଉଁଥିରେ ସାମିଲ ହୋଇଥାନ୍ତି…

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ସଂକ୍ରମିତ, ସାନିଟାଇଜ ହେଲା କ୍ୟାମ୍ପସ

ପୁରୀ: ରାଜ୍ୟରେ ମାଡୁଛି କରୋନା ସଂକ୍ରମଣ । ଦିନକୁ ଦିନ ନୂଆ ନୂଆ ସଂକ୍ରମଣ ଟେନସନ ଦେଉଛି । ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ବ୍ୟାକରଣ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧ୍ଯାପକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟରେ ସମସ୍ତେ…