ଭିଡିଓ କନଫେରେନ୍ସିରେ ଲୋକାର୍ପଣ ହେଲା ୪୪ ପୋଲ, ପ୍ରତିରକ୍ଷା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଭିଡିଓ କନଫେରେନ୍ସି ମାଧ୍ୟମରେ ୪୪ ପୋଲ ଲୋକାର୍ପଣ କରିଛନ୍ତି । ଏଲଏସି ଓ ଏଲଓସିରେ ଭାରତର ଯବାନମାନଙ୍କ ପାଖରେ ଏହା ମାଧ୍ୟମରେ ଶୀଘ୍ର ସହାୟତା ତଥା ଅସ୍ତ୍ରଶସ୍ତ୍ର ପଂହଚିପାରିବ । ପୋଲଗୁଡିକ ସୀମାବର୍ତି ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର,…