Latest Odisha News

BREAKING NEWS

ପ୍ରାକ୍ ବାତ୍ୟା ମୁକାବିଲା: ୪ଜିଲ୍ଲାର ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର, ସନ୍ଧ୍ୟା ସୁଦ୍ଧା ସରିବ କାମ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇ ସାରିଛି ପ୍ରାକ୍‌ ବାତ୍ୟା ମୁକାବିଲା କାମ । ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଉପକୂଳ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଏସବୁ ଜିଲ୍ଲାର ତଳି ଅଞ୍ଚଳରେ ଜୋରସୋରରେ ଚାଲିଛି ଲୋକଙ୍କୁ ସ୍ଥାନାନ୍ତର କାମ । ଆଜି…

ଆଜି ଓଡ଼ିଶାରୁ ୧୦୯୩୯ କରୋନା ପଜିଟିଭ୍, ଖୋର୍ଦ୍ଧା ଓ କଟକରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୯୩୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬ହଜାର ୧୭୮ ଓ ଲୋକା୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୭୬୧ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦୈନିକ ଆକ୍ରାନ୍ତ…

ନଦୀରେ ବୁଡ଼ିଲା ଡଙ୍ଗା: ୭ ଜଣ ନିଖୋଜ, ଜଣେ ମୃତ

ମାଲକାନଗିରି: ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ସିଲେରୁ ନଦୀରେ ବୁଡ଼ିଲା ଡଙ୍କା । ସାତ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ତିନି ଜଣଙ୍କୁ ଉଦ୍ଧାର କରାଯାଇଛି । ତାସହ ଜଣଙ୍କର ଉଦ୍ଧାର ହୋଇଛି ମୃତଦେହ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ି ଯାଇଛି…

ଓଡ଼ିଶା ଉପକୂଳରେ ୧୮୫ କି.ମି ବେଗରେ ବହିବ ପବନ, ଘୁ ଘୁ ଗର୍ଜନ କରି ମାଡ଼ି ଆସିବ ସମୁଦ୍ର

ଭୁବନେଶ୍ୱର: ବାତ୍ୟା ୟସ୍ ଓଡ଼ିଶା ଉପକୂଳ ଅତିକ୍ରମ କରିବା ବେଳେ କରାଳ ରୂପ ଦେଖାଇବ । ପ୍ରବଳ ବେଗରେ ବହିବ ପବନ । ଆଇଏମଡି ଆକଳନ କରିଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ତୀବ୍ର ବାତ୍ୟା ହୋଇ ହିଟ୍ କରିବ ୟସ୍ । ଏତିକିବେଳେ ଘଣ୍ଟାପ୍ରତି ୧୫୫-୧୬୫ କିଲୋମିଟ ବେଗରେ ପବନ ବହିବ ।…

ଉଗ୍ର ହୋଇ ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ୟସ୍, ବାଲେଶ୍ୱରରେ କରିପାରେ ହିଟ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା ୟସ୍ । ଆଜି ଅଧିକ ସିଭିୟର ହୋଇଛି । ସମୁଦ୍ର ଭିତରୁ ବଳ ଗୋଟାଇ ବଳିୟାନ ହେଉଛି ୟସ୍ । ଆଗକୁ ଆଗକୁ ବଢୁଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ସାରିଛି । ଆସନ୍ତା ୧୨ ଘଣ୍ଟା ଭିତରେ ଭେରି ସିଭିୟର ସାଅକ୍ଲୋନିକ ଷ୍ଟର୍ମ ବା ଅତି…

ଯୋଶ୍‌ରେ ୟଶ୍

ଫୁଲ୍ ଯୋଶ୍‌ରେ ମାଡି ଆସୁଛି ୟଶ୍ । ସାମୁଦ୍ରିକ ଝଡ଼ ୟଶ୍ ପାରାଦୀପ-ସାଗରଦୀପ ମଝିରେ ଲ୍ୟାଣ୍ଡ ଫଲ୍ କରିବା ନେଇ ସବୁଆଡେ ସତର୍କ ସୂଚନା । ଆଗକୁ ପୁର୍ଣ୍ଣିର୍ିର୍ମା ଥିବାରୁ ବିପଦ ବଢିବାର ଆଶଙ୍କା କରାଯାଉଛି । ୭ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ସହ ପବନ ବହିବ । ସେହିଭଳି ବାତ୍ୟା ସମୟରେ…

କବିତା : ଆଉ କେତେ ବଞ୍ଚିବା

ଦିଲୀପ କୁମାର ପଣ୍ଡା ତୁମେ ପଚାରୁ ଥିଲ ନା ଆଉ ପାଞ୍ଚ କି ଦଶ ବର୍ଷ ଅଧିକ ବଞ୍ଚିଲେ କି ନିହାଲ କରିଦେବ ବୋଲି ! ପ୍ରକୃତରେ ଆମେ ବଞ୍ଚିବାର ବୟସ ବଞ୍ଚିବା ବେଳେ କ'ଣ ଟା ନିହାଲ କରିଥାଉ ଯେ , ଗୋଟେ ପରେ ଗୋଟେ କାମନାର ପୂରଣ ବ୍ୟତୀତ ଆଉ କିଛି କରିବାର ନ ଥାଏ ବୋଲି କେବଳ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୫-୫-୨୦୨୧ ମଙ୍ଗଳବାର  ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୫ ରିଖ ମଙ୍ଗଳ ବାର ବୃଷ ୧୧ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର ସକାଳ ଘ୭ଟା୮ମିନିଟ୍ ପର୍ଯ୍ୟନ୍ତ ତାପରେ ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଭୋଗ ହେବ। ଘାତ ବାର-:…

ପରପାରିରେ ଆଧ୍ୟାତ୍ମିକ ପ୍ରବଚକ ଚାରଣ ରାମଦାସ

ଭୁବନେଶ୍ୱର : ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ, ଚାରଣ ରାମଦାସଙ୍କର ପରଲୋକ ଘଟିଛି। ଗତ କିଛି ଦିନ ହେଲା, ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ସହ ଫୁସଫୁସ ପ୍ରଭାବିତ ହୋଇଥିଲା। ଚାରଣ ରାମଦାସ ଜଣେ ଲୋକପ୍ରିୟ…

ପୁରୀରେ ବର୍ଷା ସହିତ ପବନ

ପୁରୀ: ସମୁଦ୍ରିକ ଝଡ଼ ୟଶ ପ୍ରଭାବ । ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେଇଯାଇଥିବ ବେଳେ ପୁରୀ ସହରରେ ମଧ୍ୟ ଧୀରେ ଧୀରେ ବର୍ଷା ପଡିବା ଆରଂଭ କଲାଣି। ଅପରାହ୍ନରୁ ପାଗ ମେଘୁଆ ଥିବା ବେଳେ ଝିପି ଝିପି ବର୍ଷା ଲାଗି ରହିଛି। ପବନରେ ବେଗ ମଧ୍ୟ ସାମାନ୍ୟ ଅଧିକ ରହିଛି। ତେବେ ୟଶର ପ୍ରଭାବ…