Latest Odisha News

ଗେଟ୍ ୨୦୨୧: ଆଜି ଅନଲାଇନ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ ଇଞ୍ଜିନିୟରିଂ (GATE) ପାଇଁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ବୁଧବାର ରହିଛି । ଆଗ୍ରହୀ ପ୍ରାର୍ଥୀ ଯେଉଁମାନେ IISc, IIT ଏବଂ ଅନ୍ୟାନ୍ୟ ସରକାରୀ ଅନୁଦାନ ପ୍ରାପ୍ତ ସଂସ୍ଥାଗୁଡ଼ିକରେ M.Tech ପାଠ୍ୟକ୍ରମରେ ଆଡମିଶନ ଚାହୁଁଛନ୍ତି,…

ଟାଟ୍ଟୁ ଆର୍ଟିଷ୍ଟ ପାଲଟିଲେ ବଲିଉଡ ସୁପରଷ୍ଟାରଙ୍କ ଝିଅ !

ମୁମ୍ବାଇ: ନେପୋଟିଜମକୁ ନା କହିଲେ ବଲିଉଡର ଜଣେ ସୁପରଷ୍ଟାରଙ୍କ ଲାଡଲି । ଅଭିନେତ୍ରୀ ବଦଳରେ ଟାଟ୍ଟୁ ଆର୍ଟିଷ୍ଟ ହେବାକୁ ପସନ୍ଦ କଲେ । ତେବେ ଏ କଥା ଆମେ କହୁନୁ ବରଂ ଖୋଦ ଆମିର ଖାନଙ୍କ ଝିଅ ସୋସିଆଲ ମିଡିଆରେ ଜଣାଇଛନ୍ତି । View this post on…

ମାତୃତ୍ବ ଲାଭ କଲେ ମିଳିବ ବୋନସ୍!

ନୂଆଦିଲ୍ଲୀ: ମହାମାରୀ କରୋନା ସମଗ୍ର ବିଶ୍ବକୁ ଗ୍ରାସ କରିଥିବା ବେଳେ ଏପରି ପରିସ୍ଥିତିରେ ଏକ ଦେଶ ତା ନାଗରିକମାନଙ୍କୁ ସନ୍ତାନ ପ୍ରସବ ପାଇଁ ବୋନସ୍‌ ଦେବାକୁ ନିଷ୍ପତ୍ତି ନେଇଛି। କାରଣ ମହାମାରୀ ସମୟରେ ଅଧିକାଂଶ ଲୋକେ ପିତାମାତା ହେବା ଯୋଜନାକୁ ସ୍ଥଗିତ ରଖିଥିଲେ। ସିଙ୍ଗାପୁରର ଜଣେ…

ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ; ଆହତଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବୁଧବାର ଦିନ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରିକି ୨…

ଦୀନେଶ କୁମାର ଖରା ହେଲେ ଏସ୍‌ବିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦୀନେଶ କୁମାର ଖରା ଏସ୍‌ବିଆଇର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଏସ୍‌ବିଆଇର ସମ୍ପ୍ରତି ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନରେ ଦୀନେଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଅକ୍ଟୋବର ୭ ଅର୍ଥାତ୍ ଆଜି ରଜନୀଶ କୁମାରଙ୍କ…

ଟ୍ରେନ୍ ଛାଡ଼ିବାର କିଛି ସମୟ ପୂର୍ବରୁ କରିପାରିବେ ଟିକେଟ ବୁକିଂ

ନୂଆଦିଲ୍ଲୀ: ରେଳ ଯାତ୍ରୀମାନେ ଟ୍ରେନ ଛାଡିବାର ୩୦ରୁ ପାଞ୍ଚ ମିନିଟ ପୂର୍ବରୁ ରିଜର୍ଭେସନ (ସଂରକ୍ଷିତ) ଟିକେଟ ବୁକ୍ କରିପାରିବେ। କରୋନା ମହାମାରୀ ସମୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ରେଳବାଇ ଦ୍ବାରା ଜାରି…

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ, ବଡ ଧରଣ ବିସ୍ଫୋରଣ

ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ । ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବଡ ଧରଣର ବିସ୍ଫୋରଣ ଘଟିଛି । ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟି ନିଆଁ ହୁ ହୁ ହୋଇ ଜଳୁଛି । ପେଟ୍ରୋଲ ପମ୍ପ ନିକଟରେ ଲୋକେ ଠିଆ ମଧ୍ୟ ହୋଇପାରୁ ନାହାନ୍ତି । ଭୟଙ୍କର ବିସ୍ଫୋରଣ ଘଟିବା ପରେ…

୧୬ଟି କମ୍ପାନୀକୁ ଭାରତରେ ମୋବାଇଲ୍ ର୍ନିମାଣ ପାଇଁ ମିଳିଲା ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ୧୧୦୦୦ କୋଟି ଟଙ୍କା ବିନିଯୋଗରେ ୧୬ଟି ଘରୋଇ ଏବଂ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକୁ ଭାରତରେ ମୋବାଇଲ୍‌ ବିର୍ନିମାଣ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହା ଅଧୀନରେ ଥିବା କମ୍ପାନୀଗୁଡ଼ିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର…

୪ ଦିନ ଭିତରେ ଅଟଳ ଟନେଲରେ ୩ ଦୁର୍ଘଟଣା

ମନାଲି: ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳରେ ବିଶ୍ୱର ଦୀର୍ଘତମ ରାଜପଥ ଟନେଲ ଅଟଳ ରୋହତଙ୍ଗ ଟନେଲର ଉଦଘାଟନ କରିଥିଲେ। ହେଲେ ଉଦଘାଟନ ପରଠାରୁ ଏଠାରେ ପାଖାପାଖି ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏନେଇ ସିସିଟିଭି କ୍ୟାମେରାରେ ଭିଡିଓ କଏଦ ହୋଇଥିଲା।…

ବିହାର ନିର୍ବାଚନ: ମଇଁଷି ଉପରେ ବସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ପାଟନା: ନିଆରା ଢ଼ଙ୍ଗରେ ନାମାଙ୍କନ ଦାଖଲ । ମଇଁଷି ଉପରେ ବସି ନାମାଙ୍କନ କେନ୍ଦ୍ରକୁ ଆସିଲେ ପ୍ରାର୍ଥୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାଟନାର ପାଲିଗଞ୍ଜ ବିଧାନସଭା କ୍ଷେତ୍ରରେ । ଆଗକୁ ବିହାର ବିଧାନସଭା ନିର୍ବାଚନ । ନାମାଙ୍କନ ଦାଖଲ ପାଇଁ ଆଉ ଦିନ କେଇଟା ବାକି ଅଛି। ଏହାରି ଭିତରେ…