Latest Odisha News

BREAKING NEWS

ଆଜି ପହିଲି ରଜ, ପିଠା-ମିଠାରେ ସାରା ଓଡ଼ିଶା ସଜବାଜ…

ଭୁବନେଶ୍ୱର: ସଂସ୍କୃତି ଓ ପରମ୍ପରାର ରାଜ୍ୟ ଉତ୍କଳରେ ବାର ମାସରେ ତେର ପରବ ପାଳନ କରାଯାଏ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡିକର ସୃଷ୍ଟି । କୌଣସି ରାଜ୍ୟର ପର୍ବପର୍ବାଣି ସେଠାକାର ଲୋକଙ୍କର ପରମ୍ପରା ଓ ଇତିହାସକୁ ଦର୍ଶାଇ ଥାଏ । ପୌରାଣିକ କଥା ଅନୁସାରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୪-୦୬-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୪ ରିଖ ଶୁକ୍ରବାର ବୃଷ ୩୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ବିଛା ଧନୁ ମୀନ ରାଶିର ଘାତ ବାର…

ବର୍ଷା ଧୋଇନେଲା ଖେଳ, ବାତିଲ୍ ହେଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍

ଲଣ୍ଡନ: ବିଶ୍ୱକପରେ ଆଜି ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବାର ଆଶା ରଖିଥିବା ଦର୍ଶକମାନଙ୍କୁ ନିରାଶ କରିଛି ବର୍ଷା । ଟେଣ୍ଟବ୍ରିଜର ଏହି ଷ୍ଟାଡ଼ିୟମରେ ଆଜି ଦିନ ସାରା ବର୍ଷା ଲାଗିରହିଥିବା ଯୋଗୁଁ ଷ୍ଟାଡ଼ିୟମର ସାରା ଜଳମଗ୍ନ ହୋଇପଡ଼ିଥିଲା । ସୁପର୍ ଶକର…

ଜୁନ୍ ୨୫ ସୁଦ୍ଧା ସମାପ୍ତ ହେବ ରଥଯାତ୍ରା ପ୍ରସ୍ତୁତି

ପୁରୀ: ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ରଥଯାତ୍ରା ସମନ୍ୱୟ କମିଟିର ତୃତୀୟ ବୈଠକ ଶେଷ ହୋଇଛି । ଏହି ବୈଠକର ନିଷ୍ପତ୍ତି କ୍ରମେ ଆସନ୍ତା ଜୁନ୍ ୨୫ ତାରିଖ ସୁଦ୍ଧା ରଥଯାତ୍ରାର ସମସ୍ତ ପ୍ରସ୍ତୁତି ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ…

କବିର ରାଜନୀତି

କବିର ରାଜନୀତି ମୁକୁଲ୍ ମିଶ୍ର ଦେଶ ପାଇଁ ଆକ୍ରୋଶ ଓ ଆହ୍ୱାନର ଏ କିଳିକିଳା ଚିତ୍କାର ବେଳକୁ ମୋର ଏଠି, ଏମିତି ତରଳ ପ୍ରେମ କବିତାଟେ ହୋଇ ତମ ଭିତରେ ଭେଦିଯିବା କଣ ଠିକ୍? ଅବଶ୍ୟ ବନ୍ୟାଠୁ ମୁକୁଳି ବନ୍ଧ ବାନ୍ଧୁ-ବାନ୍ଧୁ ବନ୍ଧନ ଛିଣ୍ଡେଇ ବହିଯାଏ ଯିଏ ସେ ମୁଁ ନୁହେଁ ।…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବିଳମ୍ବ, ବର୍ଷା ସାଜିଲା ବାଧକ

ନଟିଂହାମ: ବିଶ୍ୱକପ କ୍ରିକେଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ଦୁଇ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହେଉଛି । ପ୍ରବଳ ବର୍ଷା ଯୋଗୁଁ ଷ୍ଟାଡ଼ିୟମରେ ବର୍ଷା ଜଳ ନିଷ୍କାସନ କରିବାରେ ସମୟ ଲାଗୁଥିବାରୁ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ଘଟୁଛି । ଦୁଇ ଅମ୍ଫାୟାର…

ନାବାଳକର ଅଦ୍ଭୁତ କାଣ୍ଡ, ଫେକ୍ ଆକାଉଣ୍ଟ କରି ଫେସବୁକରେ ଲୁଟୁଥିଲା ଟଙ୍କା

ସମ୍ବଲପୁର : ବର୍ତ୍ତମାନ ସମୟରେ ଦିନକୁ ଦିନ ସାଇବର କ୍ରାଇମ୍ ବଢୁଥିବାବେଳେ ସମ୍ବଲପୁରରେ ମଧ୍ୟ ଏଭଳି ଅପରାଧ ଘଟିଥିବା ନେଇ ସୂଚନା ମିଳିଛି । ଏହି ଠକେଇ ପଛରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳକର ହାତ ରହିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ନାବାଳକ ଜଣକ…

ଓଡ଼ିଶା ହେବ ଷ୍ଟିଲ୍ କ୍ୟାପିଟାଲ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଯଦି ସମସ୍ତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଏ ତେବେ ଓଡ଼ିଶା ଭାରତର ଷ୍ଟିଲ୍ କ୍ୟାପିଟାଲ୍ ହେବାରେ କେହି ରୋକି ପାରିବେ ନାହିଁ । ଓଡ଼ିଶାକୁ ଷ୍ଟିଲ୍ କ୍ୟାପିଟାଲ୍ କରିବା ନେଇ କେନ୍ଦ୍ର ଇସ୍ତାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ଅର୍ଥାତ…

ଗୁମର ଖୋଲିଲେ ଓଡିଆ ସାଂସଦ, ପତ୍ନୀ କହିବାରୁ କେନ୍ଦ୍ରର ଶପଥ ଗ୍ରହଣରେ ଯୋଗଦେଲେନି

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ନିଜ ଧର୍ମପତ୍ନୀଙ୍କ ପରାମର୍ଶ ମାନି ନୂଆଦିଲ୍ଲୀରେ ଆୟୋଜିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିଲେ ବୋଲି ପ୍ରକାଶ କରିଛନ୍ତି । ପୂର୍ବତନ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ୫ ଥରର ସାଂସଦ ଜୁଏଲ ଓରାମ୍ ରାଉରକେଲାରେ…

ଏଏନ୍-୩୨ ବିମାନର ସମସ୍ତ ବ୍ୟକ୍ତି ମୃତ, ସ୍ପଷ୍ଟ କଲା ଭାରତୀୟ ବାୟୁସେନା

ଭୁବନେଶ୍ୱର : ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍-୩୨ର ଭଗ୍ନାବଶେଷ ନିକଟରେ ଠାବ କରାଯାଇଥିବାବେଳେ ଏଥିରେ ଥିବା ସମସ୍ତ ୧୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଗୁରୁବାର ଦିନ ଜଣାପଡିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଓଡିଶାର ଫ୍ଲାଇଟ୍ ଲେଫ୍ଟନାଣ୍ଟ୍…