Latest Odisha News

BREAKING NEWS

ମାଡୁଛି ମହାମାରୀ: ଆଜି ରାଜ୍ୟରୁ ୧୪୬ ପଜିଟିଭ୍, ଖୋର୍ଦ୍ଧାରେ ସର୍ବାଧିକ ୩୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ପୁଣି ଥରେ ଶହେ ପାର କରିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୭ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୫୯ଟି ରହିଛି । ୧୯ ଜିଲ୍ଲାରୁ…

ଯୋଗ୍ୟନେତାରହିତ ଜନଗଣ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଲୋକ ଅନେକ । ଏଇ ପୃଥିବୀରେ ପାଖାପାଖି ଆଠଶହ କୋଟି ଲୋକ । ସରକାରୀ ହିସାବ ସବୁବେଳେ ଭୁଲ । ଆତ୍ମସ୍ୱାର୍ଥ ସର୍ବସ୍ୱ କର୍ମଚାରୀମାନେ ନିଜ ପ୍ରେମରେ ବୁଡିରହି ପ୍ରକୃତ ଜନଗଣନା କରନ୍ତି ନାହିଁ । ଏ ପର୍ଯ୍ୟନ୍ତ ଆଫଗାନିସ୍ଥାନର ଲୋକସଂଖ୍ୟା କଳନା…

କେମିତି ଆରମ୍ଭ ହୋଇଥିଲା ଶିଳ୍ପା ଏବଂ ରାଜ୍‌ଙ୍କ ପ୍ରେମ ସମ୍ପର୍କ; ଗୁମର ଖୋଲିଲେ ଶିଳ୍ପା

ନୂଆଦିଲ୍ଲୀ: ଶିଳ୍ପା ସେଟ୍ଟୀ ଏବଂ ପତି ରାଜ କୁନ୍ଦ୍ରାଙ୍କ ଯୋଡି ବଲିଉଡ୍‌ର ଏକ ପ୍ରସିଦ୍ଧ ଯୋଡି ମଧ୍ୟରୁ ଗୋଟିଏ। ଶିଳ୍ପା ନିଜର ପ୍ରତିଭା ବଳରେ ଆଜି ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ପତି ରାଜଙ୍କ ସହ ଡେଟିଂକୁ ନେଇ ଶିଳ୍ପା ଏକ ଗୁମର ‌ଫିଟାଇଛନ୍ତି। ଯେତେବେଳେ ସେ…

‘ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ତରୁଣ ଲେଖକ ଭୁବନ ପାତ୍ରଙ୍କ 'ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ବିଶିଷ୍ଟ କବି ହରପ୍ରସାଦ ଦାସ , କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଉପସ୍ଥିତ ଥିଲେ । ଏହି ପୁସ୍ତକରେ ବିଶୁ…

ଭୁବନେଶ୍ୱର XIMBରେ ୨୩ଜଣ କରୋନା, କ୍ୟାମ୍ପସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ୱରରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩ ଜଣ ସଂକ୍ରମିତ ହେଲେଣି । ଏହାପରେ XIMB କ୍ୟାମ୍ପସକୁ ସିଲ କଲା ଭୁବନେଶ୍ୱର ମହାନଗର ନିଗମ ।…

ଫିଲ୍ମ ‘ସିଲସିଲା’, ‘କଭି କଭି’ର ଲେଖକ ସାଗର ସରହଦିଙ୍କ ପରଲୋକ

ନୂଆଦିଲ୍ଲୀ: କଭି କଭି, ସିଲ୍ସି‌ଲା ଏବଂ ବାଜାର ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଲେଖକ-ଚଳଚ୍ଚିତ୍ର ନିର୍ମାତା ସାଗର ସରହାଦିଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସାଗର ସରହଦି ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ କରୋନା ଖେଳ

ଭୁବନେଶ୍ୱର: ମୁମ୍ବାଇ ଓ ଉତ୍ତରପ୍ରଦେଶରେ ଦୁଇଦୁଇଟି ଲ୍ୟାବ୍ ଟେକ୍ନିସିଆନ କରୋନା ରିପୋର୍ଟକୁ ନେଇ ଖେଳ ଖେଳିଥିଲେ । ହେଲେ ସୋସିଆଲ ମିଡିଆରେ ଦୁଇଟି ଘଟଣାକୁ ନେଇ ଉଠିଥିଲା ଭିନ୍ନ ଗୁଜବ । ଶେଷରେ ବହୁ ଖୋଳତାଡ ପରେ ସାମ୍ନାକୁ ଆସିଥିଲା ଘଟଣା ପଛର ଅସଲ କାହାଣୀ ।

ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡ୍‌ଙ୍କ ପ୍ରିୟ ପୁସ୍ତକ କ’ଣ?

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡ୍ ନିଜ ଅନୁଗାମୀମାନଙ୍କ ସହ ତାଙ୍କର ପ୍ରିୟ ପୁସ୍ତକ ସେୟାର କରିବା ପରେ ଏହି ପୋଷ୍ଟ ଏବେ ଫେସବୁକରେ ଭାଇରାଲ ହେଉଛି। ୮୬ ବର୍ଷୀୟ ଲେଖକ ନିଜ ପ୍ରିୟ ବହି ଧରିଥିବା ଏକ ଫଟୋ ସେୟାର କରିଛନ୍ତି। ରସ୍କିନ୍ ବଣ୍ଡ୍ଙ୍କ ପ୍ରିୟ ପୁସ୍ତକ କ’ଣ?…

ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ଇଣ୍ଡସ୍‌ ୱାଟର୍‌ ସେୟାରିଂ’ ପ୍ରସଙ୍ଗକୁ ନେଇ ହେବ…

ନୂଆଦିଲ୍ଲୀ: ମାର୍ଚ୍ଚ ୨୩-୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଦୁଇ ବର୍ଷ ପର‌େ ଏହି ବୈଠକ ଅନୁଷ୍ଠିତ ହେଉଛି। ଭାରତ ଏବଂ ପାକିସ୍ତାନର ଅଧିକାରୀମାନେ ସିନ୍ଧୁ ଜଳ ବଣ୍ଟନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ପରସ୍ପରର ସମସ୍ୟାକୁ ସମାଧାନ…

୨୪ ଘଣ୍ଟାରେ ୪୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୨୧ ହଜାର ସୁସ୍ଥ

ନୂଆଦିଲ୍ଲୀ: ଭାରତରେ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧,୧୬,୪୬,୦୮୧କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…