ସଂସଦରେ ପଂହଚିଲା ପଶ୍ଚିମବଙ୍ଗ ନିର୍ବାଚନ ରାଜନୀତି, ଇସ୍ତଫା ଦେଲେ ସ୍ୱପନ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ହାସଲ ପାଇଁ ଉଭୟ ଟିଏମସି ଓ ବିଜେପି ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଏବେ ଏହା ରାଜ୍ୟସଭାରେ ମଧ୍ୟ ପଂହଚିସାରିଛି । ମଙ୍ଗଳବାର ବିଜେପି ଟିକେଟ ପାଇବା ପରେ ସାଂସଦ ସ୍ୱପନ ଦାସଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।…