Latest Odisha News

BREAKING NEWS

ଚୀନରେ ୩ କୋଟି ପୁରୁଷ ଅବିବାହିତ !

ବେଜିଂ: ବିଶ୍ୱର ସବୁଠାରୁ ଜନବହୂଳ ରାଷ୍ଟ୍ର ଚୀନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଏବେ କରାଯାଇଥିବା ଜନଗଣନା ଅନୁସାରେ ଚୀନରେ ୩ କୋଟି ପୁରୁଷ ଅବିବାହିତ ରହିଛନ୍ତିି । ପ୍ରତି ବର୍ଷ ପୁଅଙ୍କ ସଂଖ୍ୟା ବଢ଼ିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହେଉଛି । ଗତ ବର୍ଷ ୧.୨ କୋଟି ଶିଶୁ ଜନ୍ମ ଗ୍ରହଣ…

ଚାରିଧାମ ଯାତ୍ରା ଅସ୍ଥାୟୀ ଭାବେ ସ୍ଥଗିତ

ଡେରାଡୁନ: ଦେଶର ଅନ୍ୟ ରାଜ୍ୟମାନଙ୍କ ଭଳି ଉତ୍ତରାଖଣ୍ଡରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହା ଏକ ପ୍ରକାର ପର୍ଯ୍ୟଟନ ସ୍ଥଳୀ ଏବଂ ତୀର୍ଥସ୍ଥାନ ଉପରେ ପ୍ରଭାବ ପକାଇଛି। https://twitter.com/ANI/status/1394457166065528836?s=19 ଏହାକୁ ଦୃଷ୍ଟିରେ ରଖି…

ଭାରତରେ ଦେଖାଦେଇଥିବା ମାରାତ୍ମକ କରୋନା ଷ୍ଟ୍ରେନ୍‌ ବିରୁଦ୍ଧରେ ପ୍ରଭାବଶାଳୀ ହେଉଛି ଫାଇଜର୍‌ ଏବଂ ମଡର୍ଣ୍ଣା ଟିକା!

ନୂଆଦିଲ୍ଲୀ: ଫାଇଜର୍‌ ଏବଂ ମଡର୍ଣ୍ଣା ଟିକା ଭାରତରେ ଦେଖାଦେଇଥିବା କରୋନା ଷ୍ଟ୍ରେନ୍‌ B.1.617 ଏବଂ B.1.618 ପାଇଁ ପ୍ରଭାବାାଳୀ ବୋଲି ଜଣାପଡ଼ିଛି। ଏହି ଟିକା ଭାରତରେ ଚିହ୍ନଟ ହୋଇଥିବା ମାରାତ୍ମକ ଷ୍ଟ୍ରେନ୍‌ରୁ ରକ୍ଷା କରିବାରେ ସକ୍ଷମ ବୋଲି ଆମେରିକାର ବୈଜ୍ଞାନିକମାନେ କରିଥିବା…

ଦିନକରେ କରୋନା ଦେଶରୁ ନେଲା ୫୦ ଡାକ୍ତରଙ୍କ ଜୀବନ, ସେକେଣ୍ଡ ଓ୍ୱେଭରେ କେବଳ ୨୨୪ ମୃତ

ନୂଆଦିଲ୍ଲୀ: ଜୀବନ ନେଉଛି କରୋନା । ଦିନକରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଗୋଟିଏ ଦିନରେ ଦେଶରୁ ୫୦ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନ (ଓଗଇ) ପକ୍ଷରୁ ଏହି ସୂଚନା ମିଳିଛି । କେବଳ ଦ୍ୱିତୀୟ ଲହରରେ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହେଲାଣି । ବିହାରରେ…

ସୁଶୀଲ କୁମାରଙ୍କ ସମ୍ପର୍କରେ ସୂଚନା ପାଇଁ ପୁରସ୍କାର ରାଶି ଘୋଷଣା କଲେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଯୁବ ରେସଲର ସାଗର ହତ୍ୟାକାଣ୍ଡରେ ଅଲିମ୍ପିକ୍ସ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସୁଶୀଲ ଏବଂ ତାଙ୍କ ସହଯୋଗୀଙ୍କୁ ହାଜର ହେବା ପାଇଁ ପୋଲିସ କହିଲେ ମଧ୍ୟ ସେ ଏବେ ବି ଫେରାର ଅଛନ୍ତି । ଲୁକଆଉଟ ନୋଟିସ ଜାରୀ କରିବା ପରେ ମଙ୍ଗଳବାର ପୋଲିସ ସୁଶୀଲଙ୍କ…

ବାତ୍ୟା ତାଉ’ତେ; ଜଳମଗ୍ନ ବିଗ୍‌ ବିଙ୍କ କାର୍ଯ୍ୟାଳୟ ‘ଜନକ’

ମୁମ୍ବାଇ: ବାତ୍ୟା ତାଉ'ତେ ଦେଶର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି। ବିଶେଷ କରି କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଗୁଜରାଟ ବାତ୍ୟା ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି। ସୋମବାର ରାତିରେ ବାତ୍ୟା ତାଉ'ତେ ପ୍ରଭାବରେ ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ ଜନକ ଜଳମଗ୍ନ ହୋଇଥିଲା। ଅଭିନେତା ଏ…

୮୯ ବର୍ଷ ପରେ ନିରପେକ୍ଷ ସ୍ଥାନରେ ଟେଷ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ:ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଭାରତୀୟ କ୍ରିକେଟ ଦଳ ଖେଳିବା ମାତ୍ରେ ୮୯ ବର୍ଷ ପରେ ନିରପେକ୍ଷ ସ୍ଥାନରେ ଟେଷ୍ଟ ଖେଳିବାକୁ ଯାଉଛି । ଆଇସିସି ମାନ୍ୟତା ପ୍ରାପ୍ତ ୧୨ ଦେଶ ମଧ୍ୟରୁ କେବଳ ଭାରତ ଏବଂ ବାଂଲାଦେଶ ନିରପେକ୍ଷ ସ୍ଥାନରେ…

ଓଡ଼ିଆ କ୍ରିକେଟର ଶିବ ସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଆ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଶିବ ସୁନ୍ଦର ଦାସଙ୍କୁ ବଡ଼ ଦାୟତ୍ୱ । ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଓପନର ଶିବ ସୁନ୍ଦର ଦାସ । ତାଙ୍କ ନାଁରେ ମୋହର ମାରିଛି ବିସିସିଆଇ । ଆଗାମୀ ଇଂଲଣ୍ଡ ଗସ୍ତରେ ଶିବ…

ବଡ଼ି ଭୋରରୁ ଖୋଲିଲା ବଦ୍ରିନାଥ ଧାମର‌ ଦ୍ଵାର

ବଦ୍ରିନାଥ ଧାମ: ଦେଶର ପ୍ରମୁଖ ଧର୍ମସ୍ଥଳୀ ମଧ୍ୟରୁ ବଦ୍ରିନାଥ ଧାମ ଅନ୍ୟତମ। ବୈଦିକ ମନ୍ତ୍ର ଓ ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଦିନ ମେଷ ଲଗ୍ନ ପୁଷ୍ୟା ନକ୍ଷତ୍ରରେ ଭୋର୍ ୪ଟା ୧୫ମି.ରେ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ଖୋଲାଯାଇଛି। ସୂଚନା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ନିରନ୍ତର ଭାବେ ଭଗବାନ…

ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ ତାଣ୍ଡବ ରଚିଲା ବାତ୍ୟା ତାଉ’ତେ

ଅହମ୍ମଦାବାଦ: ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ କରାଳ ଓ ପ୍ରଳୟଙ୍କରୀ ରୂପ ଦେଖାଇଥିଲା ବାତ୍ୟା ତାଉ’ତେ । ଗତକାଲି ରାତି ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପୋରବନ୍ଦର-ମହୁଭା ନିକଟରେ ସ୍ଥଳଭାଗ ଛୁଇଁଥିଲା । ବାତ୍ୟାର ଆଖି ଖୋଲିବା ପରେ ପ୍ରଳୟ ଆଣିଥିଲା ।…