Latest Odisha News

BREAKING NEWS

ପୁଣି ଅସ୍ତ୍ରବିରତି ପାକିସ୍ତାନ ଭାଙ୍ଗିଲା: ୨ ଯବାନ ସହିଦ, ୪ ଆହତ

ଜମ୍ମୁ/କାଶ୍ମୀର: ପୁଣି ଅସ୍ତ୍ରବିରତି ଉଲଘଂନ କଲା ପାକିସ୍ତାନ । ଗୁରୁବାର ଦିନ ଜାମ୍ମୁ କାଶ୍ମୀର ନାଉଗାମ ସେକ୍ଟରରେ ପାକିସ୍ତାନୀ ସୈନ୍ୟବାହିନୀ ଦ୍ୱାରା ପ୍ରଥମେ ଗୁଳି ଚଳାଯାଇଥିବା ଅଧିକାରୀ କହିଛନ୍ତି । ଏଥିରେ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚାରିଜଣ ଆହତ ହୋଇଥିବା…

ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ; ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଘୁଚାପ ଘନୀଭୂତ ହେବା କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ…

ହାଥରସ ଯିବା ବାଟରେ ରାହୁଲ ଗାନ୍ଧୀଙ୍କୁ ଅଟକ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଅଟକ । ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଦିଲ୍ଲୀରୁ ଉତ୍ତରପ୍ରଦେଶ ଯାଉଥିବା ରାସ୍ତାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଟକ କରାଯାଇଥିବା ସୂଚନା ମିଳିଛି । ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ହାଥରସ ଯାଉଥିବା କହିବା ପରେ ତାଙ୍କୁ…

ଏହି ତାରିଖରେ ଆସିବ ଜେଇଇ ଆଡ଼ଭାନ୍ସ ୨୦୨୦ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଟି) ସୋମବାର, ଅକ୍ଟୋବର ୫ ତାରିଖରେ ମିଳିତ ପ୍ରବେଶିକା ପରୀକ୍ଷା (JEE) ଆଡ଼ଭାନ୍ସ ୨୦୨୦ର ଫଳାଫଳ ଘୋଷଣା କରିବାକୁ ଯାଉଛି। ପରୀକ୍ଷା ଦେଇଥିବା ପଞ୍ଜୀକୃତ ପ୍ରାର୍ଥୀମାନେ ଫଳାଫଳ ଯାଞ୍ଚ କରିବାକୁ ଅଫିସିଆଲ୍ ୱେବସାଇଟ୍…

ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ କିରାଣୀ

ଭଦ୍ରକ: ଭଦ୍ରକ ଜିଲ୍ଲାର ଶ୍ରମ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁଧାକର ବାରିକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏପରିକି ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ଟିମ୍ ଏହି ଘଟଣାରେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନାନୁଯାୟୀ,…

ପ୍ରକାଶ ପାଇଲା CPET ୨୦୨୦ ଆଡମିଟ୍ କାର୍ଡ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ବୁଧବାର ଦିନ ଓଡିଶା କମନ୍ ପିଜି ପ୍ରବେଶିକା ପରୀକ୍ଷା (CPET) ୨୦୨୦ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି। ପଞ୍ଜୀକୃତ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଅଫିସିଆଲ୍ ୱେବସାଇଟ୍ pg.samsodisha.gov.in ବ୍ୟବହାର କରିପାରିବେ ।…

କୃଷି ଉଦ୍ୟୋଗୀଙ୍କ ପାଇଁ ବ୍ୟାଙ୍କିଂ ଟିପ୍ସ ବିଷୟବସ୍ତୁ ଉପରେ ୱେବିନାର ଆୟୋଜିତ

ଭୁବନେଶ୍ୱର : କୋଭିଡ ସମୟରେ ରାଜ୍ୟର ଅନ୍ୟ ସବୁ କ୍ଷେତ୍ର ଭଳି କୃଷି ଉଦ୍ୟୋଗ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ତେବେ କୃଷି ଉଦ୍ୟୋଗ କ୍ଷେତ୍ରରେ ଆଗକୁ ବଢିବା ସହ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର ହେବା ଲାଗି ରହିଛି ଅନେକ ସୁଯୋଗ । ଏ ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାର…

କାହିଁକି ‘ସନ୍ ଡେ ଇଜ୍ ଏ ହୋଲି ଡେ’ ? କଣ ରହିଛି ଏହା ପଛର କାରଣ ଜାଣନ୍ତୁ

ନୂଆଦିଲ୍ଲୀ: କାହିଁକି ରବିବାର ଦିନକୁ ଛୁଟିଦିନରେ ଗଣାଯାଏ? ସାଧାରଣତଃ ରବିବାର ଦିନଟିକୁ ଲୋକେ ନିଜ ଘରେ ବସି ଆରାମ କରିବାକୁ ପସନ୍ଦ କରନ୍ତି। ତେବେ ଏହା ସମ୍ଭବ ହୋଇପାରିଛି ଅନେକ ଲୋକଙ୍କ କଠିନ ସଂଘର୍ଷ ଫଳରେ। ତେବେ ରବିବାର ଦିନକୁ ସାପ୍ତାହିକ ଛୁଟି କରିବାର ସମସ୍ତ ଶ୍ରେୟ ମେଘାଜୀ…

ସାମାନ୍ୟ ଘଟଣାରୁ ପଡ଼ୋଶୀ ଘରର ୧୧ଟି ପାରାକୁ ହତ୍ୟା କଲେ ଯୁବକ

ଲକ୍ଷ୍ନୌ: ପଡୋଶୀ ଘର ଛେପ ପକାଇବା ହେଲା କାଳ। ପ୍ରତିଶୋଧ ପରାୟଣ ହୋଇ ପଥରରେ ଛେଚି ପଡୋଶୀ ଘରର ୧୧ ଟି ପାରାକୁ ପଥରରେ ଛେଚି ହତ୍ୟା କଲେ ଯୁବକ। ଖବର ଅନୁଯାୟୀ, ଉତ୍ତରପ୍ରଦେଶର ରାହୁଲ ସିଂ ତାଙ୍କ ପଡ଼ୋଶୀ ଧରମପାଲ ସିଂଙ୍କ ଘରର ଛାତ ଉପରେ ଚଢି ସେଠାରେ ପଞ୍ଜୁରୀରେ ରଖାଯାଇଥିବା ୧୧ ଟି…

କେଭିଆଇସି ଟସର ରେଶମ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:  ଆସନ୍ତାକାଲି ତଥା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଖଦୀ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପକ୍ଷରୁ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ କଜଳକଣା ଇଡକୋ ଶିଳ୍ପାଂଚଳ ପରିସରରେ ଏକ ଟସର ରେଶମ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରିବେ କେନ୍ଦ୍ର ମନ୍ତ୍ରୀ। ସୂଚନା ଅନୁସାରେ, ପୂର୍ବାହ୍ନ…