Latest Odisha News

BREAKING NEWS

କାଳୀପୂଜା ପାଇଁ ବନ୍ଦ ରହିବ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ

ଭଦ୍ରକ: ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସୋମବାର ଦିନ ବନ୍ଦ ରହିବ । ରବିବାର ଦିନ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଏହି ଛୁଟି ଘୋଷଣା କରିଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡିକ କିନ୍ତୁ ଖୋଲା ରହିବ ବୋଲି…

ଗଞ୍ଜାମରେ ଏନକାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ପାଣ୍ଡିଆ ନିକଟରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି। କୁଖ୍ୟାତ ଅପରାଧି ଜଣକ ଟିଙ୍ଗିରି ଦୋରା ବୋଲି ଜଣାପଡ଼ିଛି । ତାକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ ଆଖିବୁଜା ଗୁଳିଚାଳନା…

ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଆଇଏସ ମୁଖ୍ୟ ବାଗଦାଦୀ ନିହତ; କିପରି ଯୋଜନା କରିଥିଲା ଆମେରିକା, ଜାଣନ୍ତୁ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ରବିବାର ଦିନ ଆଇଏସ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମୁଖ୍ୟ ଆବୁ ବାକର୍ ଆଲ-ବାଗଦାଦୀ ନିହତ ହୋଇଥିବା ନେଇ ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କିପରି ଏହି ଅପରେସନ ହେଲା ସେ ସମ୍ପର୍କରେ ମଧ୍ୟ ସୂଚନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୮-୧୦-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୮ରିଖ ସୋମବାର ତୁଳା ୧୧ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ…

ପବିତ୍ର ଦୀପାବଳି ଅବସରରେ ବଡ଼ଦାଣ୍ଡରେ ‘ବଡ଼ବଡୁଆ’ ଡାକିଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି। ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ ବଡବଡୁଆ ଡକାଯିବାର ପରମ୍ପରା ରହିଛି । ପିତୃପୁରୁଷଙ୍କୁ ସ୍ୱସ୍ଥାନ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ। ଏହା ଏକ…

ପିଲାଙ୍କ ଗହଣରେ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପିଲାମାନଙ୍କ ସହ ପାଳନ କଲେ ଦୀପାବଳି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ ସହ…

କଳାହାଣ୍ଡି ଶିଳ୍ପୀଙ୍କ କଳାଚାତୁରୀ; ମୂର୍ତ୍ତିରେ ଭରିଦେଉଛନ୍ତି ଜୀବନ…

ନିର୍ଜୀବକୁ ଜୀବନ୍ତ ରୂପ ଦେବା ସହିତ କଳା ସଂସ୍କୃତି ପରମ୍ପରାରେ କଳାହାଣ୍ଡି ଜିଲ୍ଲା ବେଶ ଆଗରେ । ଐତିହ୍ୟ ଓ ପ୍ରାକୃତିକ ଖଣିଜ ସମ୍ପଦରେ ଭରପୂର କଳାହାଣ୍ଡି ଆଜି ସୁନାର କଳାହାଣ୍ଡି ଭାବେ ପରିଚିତ । ପୂର୍ବ ପୁରୁଷରୁ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା କାଠ ଶିଳ୍ପୀ ଗାଁ ଭାବରେ ଖଇରପଦର…

ଆଜିବି ଆସୁଛି ଚିଠି; ଏବେବି ବଞ୍ଚିଛି ଡାକଘର…

ଚିଠି ଆସିଛି ଚିଠି.................. ଏହି ସ୍ୱର, ଏ ଡାକ ଆଉ ଶୁଣିବାକୁ ମିଳୁନି । ଯିଏ ଶୁଣିଛି ସିଏ କେବେ ଭୁଲିପାରିବ ନାହିଁ । ଗାଁ ଦାଣ୍ଡରେ ଡାକବାଲାର ସେହି କର୍କଶ ସ୍ୱର ସହ ତା’ ସାଇକେଲ୍ ଘଂଟିର କ୍ରିଂ କ୍ରିଂ ଶବ୍ଦ କାହାକୁ ଖୁସି ବାଂଟୁଥିବା ବେଳେ କାହାକୁ ଦୁଃଖରେ ମ୍ରିୟମାଣ…

ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1188292416270266371?s=08 ଏହି ଅବସରରେ…