Latest Odisha News

BREAKING NEWS

ଜାଣନ୍ତୁ ଗ୍ରୀଷ୍ମଋତୁରେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ? ବିଶେଷ କରି ଖରାଦିନେ ଥଣ୍ଡା ଜାତୀୟ ଖାଦ୍ୟ ଶରୀର ପାଇଁ ଅଧିକ ଉପଯୋଗୀ ହୋଇଥାଏ। ଆହୁରି ମଧ୍ୟ, ଏହି ଋତୁରେ ମସଲାଯୁକ୍ତ କିମ୍ବା ଭାରୀ ଜିନିଷ ଖାଇବା ଦ୍ୱାରା ଉଦର ଜନିତ ସମସ୍ୟା ଦେଖାଯାଇପାରେ। ତେବେ ଜାଣନ୍ତୁ ଖରାଦିନେ…

ଅନୁଗୁଳରେ ୧୫୦୦୦ରୁ ଉର୍ଦ୍ଧ ଅଫିମ ଚାଷ ନଷ୍ଟ କଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗଞ୍ଜେଇ ଚାଷ ପରେ ଏବେ ଅଫିମ ଚାଷ ପୋଲିସର ଚିନ୍ତା ବଢାଇଛି। ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲା ଉପାନ୍ତ ଅଞ୍ଚଳ ନଗିରା ଓ ସିବିଡ଼ା ଗ୍ରାମ ନିକଟ ଏକ ଜଙ୍ଗଲରେ ବେଆଇନ ଅଫିମ ଗଛ ନଷ୍ଟ କରାଯାଇଛି। ଅନୁଗୁଳ ଓ ପାଲଲହଡ଼ା ପୋଲିସ ମିଳିତ ଭାବେ ଚଢ଼ାଉ କରି ୨ ଏକର ଜମିରେ…

ଗୃହରେ ବିରୋଧୀ-ଶାସକ ମୁହାଁମୁହିଁ, ବିଧାନସଭା ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଜାରି ରହିଛି ହଟ୍ଟଗୋଳ । ମଣ୍ଡିରେ ଧାନକିଣା ଅବ୍ୟବସ୍ଥାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି । ଗତକାଲି ଭଳି ଆଜି ବି ମଣ୍ଡି ତାତିରେ ଚାଲି ପାରିନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳରେ ବିରୋଧୀ-ଶାସକ ଗୃହରେ ମୁହାଁମୁହିଁ ହୋଇଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ…

ଆଜିଠୁ ୪ ଦିନ ଯାଏଁ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରାଯାଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଦ୍ଵାରା ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ୨ ଦିନ ଥିଲେ ମଧ୍ୟ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ୧୩…

ସ୍ଥିତି ଦେଖି ଲକଡାଉନ୍ ନେଇ ନିଆଯିବ ପଦକ୍ଷେପ, ଚାଲିଛି ଅନୁଧ୍ୟାନ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣାକୁ ବର୍ଷେ । ବର୍ଷେ ଭିତରେ କୋଭିଡ୍ ଯୁଦ୍ଧରେ ଓଡ଼ିଶା ଭଲ ସ୍ଥିତିରେ ରହିଛି । ଗତବର୍ଷ ମାର୍ଚ୍ଚ ୧୨ରେ ରାଜ୍ୟ କ୍ୟାବିନେଟ୍ ସଂଶୋଧିତ ମହାମାରୀ ଆଇନକୁ ମଞ୍ଜୁରୀ ଦେଇଥିଲା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗତବର୍ଷ ଆଜିର ଦିନରେ କରୋନା ମହାମାରୀକୁ…

କାହାଣୀ ଚୋରି ପ୍ରସଙ୍ଗକୁ ନେଇ କଙ୍ଗନାଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅଭିନେତା କଙ୍ଗନା ରାନାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର ମଣିକର୍ଣ୍ଣିକା ରିଟର୍ନସ୍: ଦି ଲିଜେଣ୍ଡ୍ ଅଫ୍ ଦିଦା ସହିତ ଜଡିତ ଅନ୍ୟମାନଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଲେଖକ ଆଶିଷ କୌଲ ଦାବି କରିଛନ୍ତି ଯେ ଦିଡା: 'ଦି ୱାରିଅର୍ କୁଇନ୍' ଉପରେ ଜୀବନୀଙ୍କର ଏକମାତ୍ର…

ଆଜି ଆରମ୍ଭରୁ ବିଧାନସଭା ହୁଲସ୍ତୁଲ, ଶାସକ-ବିରୋଧୀ ଦଳ ମୁହାଁମୁହିଁ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କମ୍ପିଲା । ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି । ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ହୁଲସ୍ତୁଲ ହୋଇଛି ଗୃହ । ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବିରୋଧୀ ଗୃହ ଭିତରେ…

ଟ୍ରେଲର ସହ ଟୁରିଷ୍ଟ ବସ୍ ଧକ୍କା, ୫ ମୃତ ଓ ୧୨ ଗୁରୁତର

ଯୋଧପୁର: ଟ୍ରେଲର ସହ ଟୁରିଷ୍ଟ ବସର ଧକ୍କା । ଦୁର୍ଘଟଣାରେ ୫ ଜଣଙକ୍ର ଜୀବନ ଯାଇଛି । ଗୁରୁତର ଆହତ ହୋଇଛନ୍ତି ୧୨ ଜଣ । ଆହତଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି । ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଲୌଦି ନିକଟରେ ଏକ ମିନି ଟୁରିଷ୍ଟ ବସ୍ ସହ ଟ୍ରେଲରର ଧକ୍କା…

ନୂଆ ଅବତାରରେ ନଜର ଆସିବେ ଅମ୍ଲାନ

ଭୁବନେଶ୍ୱର: ଅମ୍ଲାନ ଦାସ ନିଜର ଅପକମିଂ ଚଳଚ୍ଚିତ୍ର ‘ଗୁପଚପ୍’ରେ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମଟି 'ରଜ'ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି। ନିର୍ଦ୍ଦେଶକ ପ୍ରୀତିରାଜ ପଟ୍ଟନାୟକ ଏହି ସିନେମାରେ ଏକ ଭିନ୍ନ କାହାଣୀ ନେଇ ଆସୁଛନ୍ତି। ‘ଗୁପଚପ୍’ରେ ସନମିରା ନାଗେଶ, ପପୁ ପମ୍ ପମ୍…

ଭାରତୀୟ ପୋଲିସକୁ କାହିଁକି ଭଲ ପାଆନ୍ତି ଦଲାଇ ଲାମା

ନୂଆଦିଲ୍ଲୀ: ଭାରତୀୟ ପୋଲିସ ଫାଉଣ୍ଡେସନର ନିମନ୍ତ୍ରଣର ଜବାବରେ ନିକଟରେ ଦଲାଇ ଲାମା ଭାରତର ପୋଲିସ ଭ୍ରାତୃତ୍ୱକୁ ସମ୍ବୋଧିତ କରିଥିଲେ। ସେ ପୋଲିସରେ ସହାନୁଭୂତି ଏବଂ କରୁଣା ବିଷୟରେ କହିଥିଲେ। ଭାରତୀୟ ପୋଲିସ ଉପରେ ତାଙ୍କର ମତ ଅତ୍ୟନ୍ତ ସତେଜ ଥିଲା। ତାଙ୍କ ଆଲୋଚନା ଆରମ୍ଭରେ ସେ ଚୀନ୍…