Latest Odisha News

BREAKING NEWS

ଷ୍ଟେରଏଡର ଅପବ୍ୟବହାର ମ୍ୟୁକରମାଇକୋସିସ୍ ସଂକ୍ରମଣର କାରଣ: ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବଢ଼ିଛି । ଏହି ସମୟରେ ଫଙ୍ଗାଲ୍ ଓ ବ୍ୟାକ୍ଚେରିଆଲ୍ ସଂକ୍ରମଣ ଯୋଗୁଁ ଅଧିକ ମୃତ୍ୟୁ ହେଉଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ମହାମାରୀ କରୋନା ସମୟରେ ଆତଙ୍କ ସୃଷ୍ଟି କରିଥିବା ମ୍ୟୁକରମାଇକୋସିସ୍ ଭୂତାଣୁ…

ବିଦ୍ୟୁତ ସମସ୍ୟାକୁ ବିରୋଧ

କଳାହାଣ୍ଡି:ବିଦ୍ୟୁତ ଯୋଗାଇ ଦେବା ପାଇଁ ଦାବି । ସାମାନ୍ୟ ଝଡ ପବନ ହେଲେ ବିଦ୍ୟୁତ ସେବା ବିଛିନ୍ନ ହେଇ ଯାଉଛି । ଏନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଜୟପାଟଣା ବ୍ଲକ ପାଇଁ ବିଦ୍ୟୁତ କାଟ ଯେମିତି ନିତି ଦିନିଆ ଘଟଣାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ହେଲା…

ଟ୍ୱିନ୍ ସିଟିରେ କୋଭିଡ୍ ICU ବେଡ୍ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ

ଭୁବନେଶ୍ୱର: ଗୁରୁତର ନାହାଁନ୍ତି ତଥାପି ଘରୋଇ ହସ୍ପିଟାଲରେ କୋଭିଡ୍ ଆଇସିୟୁ ମାଡ଼ି ବସୁଛନ୍ତି । କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ଏମିତି ଅଭିଯୋଗ ଆସିବା ପରେ ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଘରୋଇ ହସ୍ପିଟାଲରେ କୋଭିଡ୍ ଆଇସିୟୁ ବେଡ୍ ସ୍ଥିତି ଅନୁଧ୍ୟାନ ପାଇଁ ୪ଟି ସ୍ୱତନ୍ତ୍ର…

ବାତ୍ୟା ତାଉ’ତେ; ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି ଲିଙ୍କ୍‌ ମେ ୧୬ ଯାଏ ବନ୍ଦ

ମୁମ୍ବାଇ: ସୂଚନା ଅନୁଯାୟୀ ମୁମ୍ବାଇରେ ବାତ୍ୟା ତାଉ'ତେ ପ୍ରଭାବର ଆଶଙ୍କା ନେଇ ବିଏମସି କରୋନା ଟିକାକରଣ ଅଭିଯାନକୁ ସ୍ଥଗିତ ରଖିଛି। ମେ ୧୫ ଏବଂ ୧୬ ରେ ସରକାରୀ ଟିକାକରଣ କେନ୍ଦ୍ର ବନ୍ଦ ରହିବ। “୨ରୁ୩ ଟି ବେସରକାରୀ କେନ୍ଦ୍ର ସେମାନଙ୍କ ଟିକାକରଣ ଜାରି ରଖିଛନ୍ତି କିନ୍ତୁ ଆଜି ଏବଂ…

ଭାଙ୍ଗିଲା ସଂପର୍କ, ବବି ମିଶ୍ର ଓ କୋଏଲ ବାନାର୍ଜିଙ୍କ ବିବାହ ବିଚ୍ଛେଦ

ଭୁବନେଶ୍ୱର: ସାରା ଓଡିଶା ଥିଲା ଅଜଣା । ହେଲେ ୨୦୧୮ରେ ପରସ୍ପରଠୁ ଅଲଗା ହୋଇସାରିଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜି ଓ ଅଭିନେତା ବବି ମିଶ୍ର । ଆଇନଗତ ଦୁହେଁ ପରସ୍ପରଠୁ ପୃଥକ ରହୁଛନ୍ତି । ବୋଧ ହୁଏ ଏହି ଖବର ଓଲିଉଡ ଜଗତ ପାଇଁ ନୂଆ ନୁହେଁ । ହେଲେ ଚଳଚ୍ଚିତ୍ର ପ୍ରେମୀଙ୍କୁ ଏହି ଖବର ଚକିତ…

କମିଶନରେଟ୍ ପୋଲିସରେ ୨୧୦ରୁ ଅଧିକ ପୋଲିସ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କୋଭିଡ୍ ଯୋଦ୍ଧା ବି ସଂକ୍ରମିତ ହେଉଛନ୍ତି । ଏବେ ଟ୍ୱିନ୍ ସିଟିରେ କମିଶନରେଟ୍ ପୋଲିସର ୨୧୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ୧୪ ଜଣ ଅଧିକାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଶନିବାର ଏନେଇ ପୋଲିସ…

ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ: ଏଣିକି ରାଜଧାନୀ ଦିଲ୍ଲୀରେ ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‌ଘୋଷଣା କରିଛନ୍ତି। ଏହାସହ ଆସନ୍ତା ୧୫ ତାରିଖରୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବ୍ୟାଙ୍କ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।…

ଘଡ଼ଘଡ଼ି ବର୍ଷା ନେଇ ୫ ଜିଲ୍ଲାକୁ ୩ ଘଣ୍ଟା ଯାଏ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜି ବି ହେବ କାଳବୈଶାଖୀ । ଅପରାହ୍ଣରେ ରାଜ୍ୟର ୫ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସାମାନ୍ୟରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ଆଶଙ୍କା ରହିଛି । ଏନେଇ କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼,…

କୋଭିସିଲ୍ଡର ୨ଟି ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ କମାଇଲା ବ୍ରିଟେନ୍

ଲଣ୍ଡନ: କରୋନା ସହ ଲଢ଼େଇ ପାଇଁ ବ୍ରିଟେନ୍ ଟିକାକରଣ ଦ୍ରୁତଗତିରେ କରୁଛି । ବ୍ରିଟେନ୍ ଏବେ କୋଭିସିଲ୍ଡର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ସମୟକୁ କମାଇଛି । ଏବେ ୨ଟି ଡୋଜ୍ ଭିତରେ ୮ ସପ୍ତାହ ବ୍ୟବଧାନ ରଖାଯାଇଛି । ତେବେ, ଏହି ନିୟମ ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଲାଗି ଲାଗୁ ହେବ । ଏଥିସହ…

ରିଲିଜ ହେଲା ନିର୍ମାତା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଡି କମ୍ପାନୀ’

ନୂଆଦିଲ୍ଲୀ: ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଗ୍ୟାଙ୍ଗଷ୍ଟର ଫିଲ୍ମ ଡି କମ୍ପାନୀ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଏ ନେଇ ନିର୍ମାତା ରାମ ଗୋପାଳ ବର୍ମା ‌ନିଜେ ଘେ‌ାଷଣା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ଅଶ୍ୱତ କନ୍ଥ, ପ୍ରଣୟ ଦୀକ୍ଷିତ, ନୈନା ଗାଙ୍ଗୁଲି ଏବଂ ଇରା ମୋର୍‌…