ସଲମାନଙ୍କ ରାଧେ:ୟୋର ମୋଷ୍ଟ ୱାଂଟେଡ ଭାଇକୁ ଆଇଏମଡିବିର ଖରାପ ରେଟିଂ
ମୁମ୍ବାଇ: ସଲମାନ ଖାଁଙ୍କ ବହୁ ପ୍ରତୀକ୍ଷିତ ରାଧେ:ୟୋର ମୋଷ୍ଟ ୱାଂଟେଡ ଭାଇ ଫିଲ୍ମକୁ କ୍ରିଟିକ୍ସ ମାନେ ପସନ୍ଦ କରି ନାହାନ୍ତି । ଏପରି କି ସଲମାନଙ୍କ କ୍ୟାରିୟରର ଏହା ଏକ ଖରାପ ଫିଲ୍ମ ଶ୍ରେଣୀରେ ରହିବ ବୋଲି ସେମାନେ କହିଛନ୍ତି । ଆଇଏମଡିବି ଏହି ଫିଲ୍ମକୁ ମାତ୍ର ୨.୪ ରେଟିଂ ପଂଏଟ ଦେଇଛି ।…