Latest Odisha News

BREAKING NEWS

ଶିମିଳିପାଳର ଧୂଆଁ ବଳୟରେ ସ୍ଥାନୀୟ ଅଞ୍ଚଳ, ନିଶ୍ବାସ ପ୍ରଶ୍ଵାସ ନେବା କଷ୍ଟ ଅନୁଭବ କରୁଛନ୍ତି ଲୋକେ 

କରଞ୍ଜିଆ: ଅନେକ ଦିନ ହେଲାଣି ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ନିଆଁ ଯୋଗୁଁ ଶିମିଳିପାଳ ପାଦ ଦେଶରେ ଥିବା କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା ବଜାର ଅଞ୍ଚଳରେ ଧୂଆଁର ବଳୟରେ ଢାଙ୍କି ହୋଇ ରହିଛି । ଯେପରି କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି ।  ସ୍ଥାନୀୟ ଅଞ୍ଚଳରେ ନିଶ୍ବାସ ପ୍ରଶ୍ଵାସ ନେବା…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୯ କୋଭିଡ୍ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ନୂଆ ଆକ୍ରାନ୍ତ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…

ମେ ୨୧ ରିଲିଜ କରିବ ଫରହାନ୍‌ ଷ୍ଟାରର୍‌ ମୁଭି ‘ତୁଫାନ୍‌’

ନୂଆଦିଲ୍ଲୀ: ଆମାଜନ ପ୍ରାଇମରେ ଅଭିନେତା ଫରହାନ ଅଖତରଙ୍କ ଅଭିନୀତ ଚଳଚ୍ଚିତ୍ର 'ତୁଫାନ୍‌' ମେ ୨୧ ତାରିଖରେ ମୁକ୍ତିଲାଭ କରିବ। ଆମାଜନ ପ୍ରାଇମ୍‌ ଭିଡିଓ ଏକ ନୂଆ ପୋଷ୍ଟର ସେୟାର କରି ଘୋଷଣା କରିଛି ଯେ ଏହି ଫିଲ୍ମ ଖୁବ ଶୀଘ୍ର OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ମାର୍ଚ୍ଚ ୧୨ ରେ ତୁଫାନଙ୍କ…

ଜୋର୍‌ ଧରିଲା ବେଆଇନ୍‌ ଚିଙ୍ଗୁଡି ଘେରି ବନ୍ଦ ଦାବି, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

ଭଦ୍ରକ: ବେଆଇନ୍‌ ଚିଙ୍ଗୁଡି ଘେରି ବନ୍ଦ ଦାବିରେ ତାତିଲେ ସ୍ଥାନୀୟ ଲୋକ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା । ଚାନ୍ଦବାଲି ବ୍ଲକର ଆରଡି, ନୂଆଗାଁ, ଯଶିପୁର ଗ୍ରାମ ପଞ୍ଚାୟତ ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବିପତ୍ର…

ହିମାଚଳ ପ୍ରଦେଶ ଚମ୍ବାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ, ୮ ମୃତ, ୧୧ ଆହତ 

ଚମ୍ବା: ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ବଡ ଧାରଣା ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଏକ ଘରୋଇ ବସ୍ ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଚମ୍ବାରୁ ତିସା କଲୋନୀ…

ବିଜୁବାବୁଙ୍କ ସାନପୁଅ ଆଜି ସଶକ୍ତ ନୂଆପଡ଼ା, ଲୋୟର ଇନ୍ଦ୍ର ଡ୍ୟାମ ପାର୍ଶ୍ୱରେ ସାଇନ୍ସ ପାର୍କ ଓ ମ୍ୟୁଜିୟମ୍ ନିର୍ମାଣ…

ନୂଆପଡ଼ା: ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ରାଜା ଏଟି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିଛନ୍ତି । ନୂଆପଡ଼ା ଆସି ଖୁସିବ୍ୟକ୍ତି କରିଛନ୍ତି…

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ସୀତା ହେବେ କୀର୍ତି ସୁରେଶ!

ନୂଆଦିଲ୍ଲୀ: ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏବଂ ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷରେ ସୀତାଙ୍କ ଭୂମିକାରେ ଅଭିନୟ କରିବେ ଅଭିନେତ୍ରୀ କୀର୍ତି ସୁରେଶ! ଏ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ସୀତା ଭୂମିକାରେ ଅଭିନୟ କରିବାକୁ ଆଦିପୁରୁଷର…

ନୂଆପଡ଼ା ଜିଲ୍ଲାକୁ ନବୀନଙ୍କ ଭେଟି, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ତିଖାଲିରେ ନିର୍ମିତ ହେଲିପ୍ୟାଡରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ…

ଭିକାରୀ ଚରଣ ରାଉତଙ୍କ ‘ଗୋଧୂଳି ପ୍ରୟାସ’ ଉନ୍ମୋଚିତ

ଭୁବନେଶ୍ୱର : ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତଙ୍କ ଉପନ୍ୟାସ "ଗୋଧୂଳି ପ୍ରୟାସ" ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଜୀବନ ଦର୍ଶନ, ଦେଶ ପ୍ରେମ , ସାମାଜିକ ସମ୍ପର୍କର ଦାର୍ଶନିକ ତତ୍ତ୍ୱ ଉପରେ ଉପନ୍ୟାସଟି ଆଧାରିତ । ଏହା ଏକ ଜୀବନ ଧର୍ମୀ…

ଶ୍ରୀଦେବୀଙ୍କ ଅବତାର ନେବାକୁ ଚାହାନ୍ତି ରାଖୀ

ନୂଆଦିଲ୍ଲୀ: ରାଖୀ ସାୱନ୍ତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଭିଡିଓରେ ସେ ଶ୍ରୀଦେବୀଙ୍କ ଅଭିନୀତ ନାଗିନ୍ ଚଳଚ୍ଚିତ୍ର‌ର ଆଇକନ୍ ଗୀତ ମେନ୍ ତେରି ଦୁଷ୍ମନ୍‌ ‌ରେ ଶ୍ରୀଦେବୀଙ୍କ ଅବତାର ଗ୍ରହଣ କରି ପ୍ରଶଂସକଙ୍କୁ ବିସ୍ମିତ…