ବିଶ୍ୱ ଚଳଚ୍ଚିତ୍ର ଐତିହ୍ୟ ସଂରକ୍ଷଣରେ ଅବଦାନ ଯୋଗୁ ଏହି ବିଶେଷ ସମ୍ମାନରେ ସମ୍ମାନିତ ହେବେ ବିଗ୍ ବି
ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ FIAF ଦ୍ୱାରା ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଭେଟେରାନ୍ ଅଭିନେତା ପ୍ରଥମ ଭାରତୀୟ ସିନେ ବ୍ୟକ୍ତିତ୍ୱ ହେବେ ଯାହାଙ୍କୁ ବିଶ୍ବ ଚଳଚ୍ଚିତ୍ର ଐତିହ୍ୟର ସଂରକ୍ଷଣରେ ତାଙ୍କର ଉତ୍ସର୍ଗୀକୃତ ତଥା ଅବଦାନ ପାଇଁ FIAF ପୁରସ୍କାର ପ୍ରଦାନ କରାଯିବ।…