ମରିଗଲାଣି ମାନବିକତା; ଅଧା ରାସ୍ତାରେ କରୋନା ରୋଗୀଙ୍କ ମୃତ ହେଦକୁ ଛାଡି ଚାଲିଗଲା ଆମ୍ବୁଲାନ୍ସ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ଏକ ଗାଁ ସୀମାରେ ଜଣେ କରୋନା ରୋଗୀଙ୍କ ମୃତଦେହକୁ ଛାଡି ଚାଲିଯାଇଥିବାରୁ ସରକାରୀ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ନିଲମ୍ବିତ କରାଯାଇଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ମୃତକଙ୍କ ପତ୍ନୀ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆର୍ଥିକ…