Latest Odisha News

BREAKING NEWS

ଶ୍ରୀମନ୍ଦିର ଲାଗି ପ୍ରସ୍ତୁତ ହେଲା ୨୦୨ କୋଟି ବଜେଟ୍

ଭୁବନେଶ୍ୱର: ଶ୍ରୀମନ୍ଦିର ଅର୍ଥ ସବ୍ କମିଟି ଶ୍ରୀମନ୍ଦିର ପାଇଁ ୨୦୨କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍ ପ୍ରସ୍ତୁତ ହୋଇଛି । ଏ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସକ କ୍ରିଷନ କୁମାର ।…

ଶିମିଳିପାଳର ବିଭିନ୍ନ ସ୍ଥାନରେ ବର୍ଷା, ନିଆଁ ଲିଭିବା ନେଇ ଆଶା ଜାଗ୍ରତ

କରଞ୍ଜିଆ: ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେଉଛି ।  କିଛି ଦିନ ହେବ ଶିମିଳିପାଳରେ ଲାଗିଥିବା ନିଆଁ ଲିଭିବା ନେଇ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି । କରଞ୍ଜିଆ…

୨୦୨୪ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ପିଏମ୍ ନରେନ୍ଦ୍ର ମୋଦୀ; କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଏକ ଟ୍ୱିଟ କରିଛନ୍ତି ଯେଉଁଥିରେ ସେ ଦାବି କରିଛନ୍ତି ଯେ ୨୦୨୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। ଏହି ଟ୍ୱିଟ ମାଧ୍ୟମରେ ସେ ପ୍ରକୃତରେ ଏକ ରିପୋର୍ଟ ସେୟାର କରିଛନ୍ତି। OECD,…

ବାଲିରେ ୫୨୦ ବୋତଲ ମଦ ଲୁଚେଇ ରଖିଥିଲେ ମଦ ମାଫିଆ, ଗଙ୍ଗା ନଦୀ କୂଳରୁ ଜବତ କଲା ପୋଲିସ 

ପାଟନା: ପାଟନା ଓ ସୋନପୁରରେ ପୋଲିସ ୨୦ ଲକ୍ଷ ଟଙ୍କାର ମଦ ଜବତ କରିଛି । ଏହି ମଦ ବାଲି ତଳେ ଲୁଚାଇ ରଖାଯାଇଥିଲା । ମଦ ମାଫିଆ ସୋନପୁର ଅଞ୍ଚଳରେ ଗଙ୍ଗାନଦୀ କୂଳରେ ବାଲି ତଳେ ଓ କ୍ଷେତରେ ମଦ ଲୁଚାଇ ରଖିଥିଲେ । କିନ୍ତୁ ପୋଲିସକୁ କୌଣସି ପ୍ରକାରେ ତାର ସୂଚନା ମିଳିଯାଇଥିଲା । ପୋଲିସ ଗଙ୍ଗା…

‘ଠିକ୍ ଭାବେ ମାସ୍କ ନ ପିନ୍ଧିଲେ ଯାତ୍ରୀଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଅନ୍ତୁ’ – ଦିଲ୍ଲୀ ହାଇକୋର୍ଟଙ୍କ…

ନୂଆଦିଲ୍ଲୀ: ବିମାନରେ ଯାତ୍ରୀ ସଠିକ ତରିକା ମାସ୍କ ନ ପିନ୍ଧିବା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘରୋଇ ଏୟାର ଲାଇନ୍ସ ଓ ଡ଼ିଜିସିଏକୁ ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ନିୟମ ଉଲଙ୍ଘନକାରୀଙ୍କ ପାଇଁ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ…

ଆତ୍ମନିର୍ଭରଶୀଳ ବିଜୟ,୯୮ ନଟ୍ ଆଉଟ୍ !

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । ମାତ୍ର କେଇଦିନ ତଳର କଥା । ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଜଣେ ୯୮ ବର୍ଷୀୟ ବୃଦ୍ଧ ଦେଇଥିଲେ ଆତ୍ମନିର୍ଭରଶୀଳତାର ଜ୍ୱଳନ୍ତ ଉଦାହରଣ । ରାସ୍ତାକଡରେ ବିକୁଥିଲେ ସିଝା ଚଣା । ହେଲେ ତାଙ୍କ କାହାଣୀ ଜାଣିବା ପରେ ଉତ୍ତରପ୍ରଦେଶ…

ଦଳ ଛାଡିଲେ କେରଳର ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ

ନୂଆଦିଲ୍ଲୀ: କେରଳରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। କେରଳରେ ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ଦଳ ଛାଡିଛନ୍ତି। ସୂଚନା ମୁତାବକ, ଚାକୋ ତାଙ୍କ ଇସ୍ତଫା ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। କଂଗ୍ରେସରୁ ଇସ୍ତଫା…

ଚିକିତ୍ସାଧୀନ ନାବାଳିକାର ମୃତ୍ୟୁ, ମାଲକାନଗିରିରେ ଉତ୍ତେଜନା

ମାଲକାନଗିରି: ମାମଲା ଲମ୍ବିଛି ସୁଦୂର ମାଲକାନଗିରିରୁ କଟକ ନଗରୀ । ଚିକିତ୍ସାଧୀନ ଜଣେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ଚିକିତ୍ସା ପାଇଁ ୭ ବର୍ଷୀୟ ନାବାଳିକାକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଝିଅଟିର…

ନନ୍ଦିଗ୍ରାମରୁ ନାମାଙ୍କନପତ୍ର ଦାଖଲ କଲେ ମମତା

ନୂଆଦିଲ୍ଲୀ: ବଙ୍ଗଳା ବିଧାନସଭା ନିର୍ବାଚନ ପାଇଁ ବେଙ୍ଗଲ ସିଏମ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନନ୍ଦିଗ୍ରାମରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମମତା ବୁଧବାର ସକାଳେ ନନ୍ଦିଗ୍ରାମର ଏକ…

ବ୍ୟଙ୍ଗ : ତୁ ମତେ ଚିହ୍ନି ପାରୁଛୁ

ଓଁ ଅଭିଜ୍ଞାନ ସାହୁ  ହ୍ଵାଟ୍ସଆପର ବହୁଳ ବ୍ୟବହାର କରୁଥିବା ଲୋକ ନିଶ୍ଚିତଭାବେ ଊଣା ଅଧିକ କିଛି ନା କିଛି ହ୍ଵାଟ୍ସଆପ ଗ୍ରୁପରେ ମିଶିଥିବେ । ତା ଭିତରୁ ବହୁଳ ଭାବେ ତିଆରି ହୋଇଥିବା ଗ୍ରୁପ ହେଲା ପିଲାଦିନର ସ୍କୁଲ କିମ୍ବା କଲେଜ ଗ୍ରୁପ । ଗ୍ରୁପର ଆଦ୍ୟ କାଳରେ ଯେତେବେଳେ ପ୍ରତିଦିନ…