କରୋନା କାଳର ପ୍ରସିଦ୍ଧ ଶବ୍ଦ । ଜାଣନ୍ତୁ କଣ ଏହି ଶବ୍ଦଗୁଡିକ ।
ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଅନେକ ନୂତନ ଶବ୍ଦ ଉତ୍ପନ୍ନ ହୋଇଛି । ଯେପରିକି ସାମାଜିକ ଦୂରତା, କଣ୍ଟାକ୍ଟ ଟ୍ରେସିଙ୍ଗ୍ ଭଳି ବିଭିନ୍ନ ଶବ୍ଦ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଏଇ ଯେମିତି କୋଭିଡ୍-୧୯ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁ ନ ଥିବା ଲୋକଙ୍କୁ ‘କୋଭିଡିୟଟ୍’ କୁହାଯାଉଛି ।…