ଆଜି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର; ରାଧା-ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜଗନ୍ନାଥ
ପୁରୀ: ହିନ୍ଦୁ ଧର୍ମରେ ବର୍ଷକ ବାରମାସ ମଧ୍ୟରୁ ସବୁଠାରୁ ପୁଣ୍ୟ ମାସ ହେଉଛି କାର୍ତ୍ତିକ । ପବିତ୍ର କାର୍ତ୍ତିକର କୋଳାହଳରେ ଉଠୁଛି ପଡୁଛି ଜଗନ୍ନାଥ ଧାମ। କାର୍ତ୍ତିକ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ଏହି ମାସରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି ।
ମହାପ୍ରଭୁଙ୍କ…