Latest Odisha News

ସେ ଅକୁହା କାହାଣୀସବୁକୁ ଲେଖିବ କିଏ?

ସେ ଅକୁହା କାହାଣୀସବୁକୁ ଲେଖିବ କିଏ? କେଦାର ମିଶ୍ର ସେ ମୁହଁଟି ମୋ ଆଖିରୁ ଯାଉନାହିଁ। ଯେତେଥର ଆଖି ବନ୍ଦ କରୁଛି ସେ ରକ୍ତାକ୍ତ ମୁହଁ ମୋତେ ବିଚଳିତ କରୁଛି। ସେ ସତସତିକା ମୁହଁକୁ ମୁଁ ପ୍ରତ୍ୟକ୍ଷ ଭାବରେ ଦେଖିନି। ଦେଖିଛି ଗୋଟେ ଫଟୋଗ୍ରାଫରେ। କଟକରୁ ଭୁବନେଶ୍ୱର ଫେରୁଥିବାବେଳେ ସେ…

କଟକ ଏସସିବି ମେଡିକାଲରେ ଭାଇରାଲ ହେଲା ଟିକଟକ ଭିଡିଓ

କଟକ: ପୁଣି ଭାଇରାଲ ହେଲା ନର୍ସଙ୍କ ଟିକଟକ ଭିଡିଓ । ମାଲକାନାଗିରି ପରେ ଶୋସିଆଲ ମିଡିଆରେ ଭାଇରାଲ ହୋଇଛି କଟକ ବଡ ମେଡିକାଲ ନର୍ସଙ୍କ ଟିକଟକ ଭିଡିଓ । ଭିଡିଓରେ କଟକ ଏସସିବି ମେଡିକାଲ ଅର୍ଥୋପେଡିକ ବିଭାଗର ୩ଜଣ ମହିଳାଙ୍କୁ ନାଚ ଗୀତ କରୁଥିବାର ଦେଖିବାକୁ ମିଳିଛି। ତେବେ ୮ଟିରୁ ଅଧିକ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୯ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୯ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ରାତି ୮ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ…

ରାଜ୍ୟସଭା ଉପନିର୍ବାଚନ: ଅମର, ସସ୍ମିତ ଓ ଅଶ୍ୱିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ଲାଗି ଓଡିଶାରୁ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଶୁକ୍ରବାର ଦିନ ଏହି ୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ…

ରଥଯାତ୍ରା, ବାହୁଡା ଓ ସୁନାବେଶ ବେଳେ ଆଦାୟ ହେବନି ଟୋଲ୍ ଗେଟ୍ ଫି’

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବାହୁଡା ଓ ସୁନାବେଶ ବେଳେ ପୁରୀକୁ ଆସିବାକୁ ଥିବା କୌଣସି ଯାନବାହନ ଠାରୁ ଟୋଲ୍ ଗେଟ୍ ଫି’ ଆଦାୟ କରାଯିବ ନାହିଁ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ…

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ‘ଆର୍ଟିକିଲ ୧୫’

ମୁମ୍ବାଇ: ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଆର୍ଟିକିଲ ୧୫' । ରିଲିଜ ହେବା ମାତ୍ରେ ଏହାକୁ ଭଲ ରେସ୍ପନ୍ସ ମଧ୍ୟ ମିଳିଛି । ଅନୁଭବ ସିହ୍ନା ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମଟି ଆୟୁଷ୍ମାନଙ୍କ କ୍ୟାରିୟରର ଆଉ ଏକ ହିଟ ଫିଲ୍ମ ହେବ ବୋଲି…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଫାଣ୍ଡି ଅଧିକାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଟାପଢୋଲ ଫାଣ୍ଡି ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି ଫାଣ୍ଡି ଏଏସଆଇ ଗଜେନ୍ଦ୍ର ବେହେରା। ପ୍ରାପ୍ତ ସୂଚନାନୁଯାୟୀ ଟାପଢୋଲ ଗ୍ରାମର ଜଗନ୍ନାଥ ବେହେରାଙ୍କ…

ଆଜି ଶ୍ରୀମନ୍ଦିରରେ ଚକବିଜେ ନୀତି, ଶିଘ୍ର ଆରୋଗ୍ୟ ଲାଭ କରିବେ ଶ୍ରୀଜଗନ୍ନାଥ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ମହାପ୍ରଭୁ ଡ଼ାକିଆଣନ୍ତି ଅସୁସ୍ଥତାକୁ ଏବଂ ପୀଡ଼ିତ ହୁଅନ୍ତି ଭୀଷଣ ଜ୍ୱରରେ । ଏହି ଅଣବସର ସମୟରେ ଥାହି ଶ୍ରୀଜୀଉମାନଙ୍କର ହୋଇଥାଏ ଜ୍ୱର ଉପଚାର । ପୂର୍ବରୁ ପଞ୍ଚମୀ ତିଥିରେ ‘ଫୁଲୁରୀ ତେଲ’ ଦ୍ୱାରା ଠାକୁରମାନଙ୍କୁ ବୈଦ୍ୟ ସେବକ…

ଅନୁଗୁଳ: ରାସ୍ତା ତଳକୁ ଓଲଟି ପଡିଲା ବସ୍, ୨୦ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଶୁକ୍ରବାର ଦିନ ଏକ ଯାତ୍ରୀବାହୀ ବସ ରାସ୍ତା ତଳକୁ ଓଲଟି ପଡିବା ଫଳରେ ୨୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ‘ଦିଲଖୁସ’ ନାମକ ଏହି ଯାତ୍ରୀବାହୀ ବସ ଝାରସୁଗୁଡ଼ାରୁ କଟକ ଅଭିମୁଖେ ଯାଉଥିବାବେଳେ ବଅଁରପାଳ…