ଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ଆଦର୍ଶ, ଚିନ୍ତନ ଓ ନୀତିଶିକ୍ଷାର ଅଧିକ ପ୍ରଚାର ପ୍ରସାର କରିବା ଦରକାର: ଧର୍ମେନ୍ଦ୍ର…
ଭୁବନେଶ୍ୱର: ଓଡ଼ିଆ ସମାଜର ସ୍ୱାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ସମସ୍ତେ ସକଳ୍ପ କରିବା ଦରକାର ବୋଲି ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ…