ବୌଦ୍ଧ ହସ୍ପିଟାଲ ଆଧାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କଲେ ‘୫ଟି ସଚିବ’ ଭିକେ ପାଣ୍ଡିଆନ
ବୌଦ୍ଧ: ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିବା ପରେ ବରିଷ୍ଠ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଏବେ ବୌଦ୍ଧ ଗସ୍ତରେ ଅଛନ୍ତି ।
ଏହି ଅବସରରେ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାର ଅନ୍ତର୍ଗତ ଏକ ଡାକ୍ତରଖାନା ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ…