Latest Odisha News

BREAKING NEWS

ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୯ ଜଣିଆ ଟାକ୍ସ ଫୋର୍ସ କମିଟି ଗଠନ କଲେ ରାଜ୍ୟ ସରକାର 

ଭୁବନେଶ୍ବର: ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର  । ନିଆଁ ଆୟତ୍ତ ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ଜଣିଆ କମିଟି ଗଠନ କରିଛନ୍ତି ସରକାର । କମିଟିର ନାଁ ରହିଛି ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ । ଏହାର ମୁଖ୍ୟ ଭାବେ ଆଜିଠୁ…

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସାମ ‘ଗାମୁଛା’ଏବଂ ନାଗାଲାଣ୍ଡ ‘ଶାଲ୍‌’ କିଣିଲେ…

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍‌ଲାଇନ୍‌ ସପିଂ ଜରିଆରେ ଆସାମରୁ ଏକ 'ଗାମୁଛା', ନାଗାଲାଣ୍ଡର ଶାଲ୍‌ କିଣିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ହସ୍ତତନ୍ତ ଗୋଣ୍ଡ ପେପର ପେଣ୍ଟିଂ କିଣିଛନ୍ତି। ମହିଳା ଉଦ୍ୟୋଗୀମାନଙ୍କଠାରୁ କିଣିଥିବା…

୨୦୦୮ ବାଟଲା ହାଉସ୍ ଏନକାଉଣ୍ଟର ମାମଲା; ଦୋଷୀ ସାବ୍ୟସ୍ତ ହେଲେ ଅରିଜ୍‌ ଖାନ

ନୂଆଦିଲ୍ଲୀ: ୨୦୦୮ ବାଟଲା ହାଉସ୍ ଏନକାଉଣ୍ଟର ମାମଲାରେ ଦିଲ୍ଲୀ ପୋଲିସ୍ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କୁ ହତ୍ୟା କରିଥିବା ଦିଲ୍ଲୀ କୋର୍ଟ ଅରିଜ ଖାନ ଛଦ୍ମନାମ ଜୁନାଦଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ମୁଜାହିଦ୍ଦିନର ଅନ୍ୟତମ ଆତଙ୍କବାଦୀ ଅରିଜ ଖାନ ୨୦୦୮ ମସିହାରେ ବାଟଲା…

ବୁନ୍ଦାଏ ପାଣି ବି ନଷ୍ଟ କରୁନାହାନ୍ତି ଆବିଦ୍, ଘର ଘର ବୁଲି ଫ୍ରିରେ କରୁଛନ୍ତି ଲୋକଙ୍କ ଲିକ୍ କରୁଥିବା ପାଣି ଟ୍ୟାପ୍ 

ପ୍ରତ୍ୟେକ ଦିନ ଭାରତରେ କୋଟି କୋଟି ଲିଟର ପାଣି ବର୍ବାଦ ହୁଏ । କିନ୍ତୁ ଲୋକେ ଏଥିପ୍ରତି ଧ୍ୟାନ ଦିଅନ୍ତି ନି । ଏହାପରେ ଗୋଟିଏ ସମୟ ଏମିତି ଆସେ ସେତେବେଳେ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହୁଅନ୍ତି । ଏମିତି କିଛି ଦୃଶ୍ୟ ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳେ ମୁମ୍ବାଇରେ ।  ଜଳକଷ୍ଟ ଦୂର…

ଏଣିକି ଏହି ଦେଶ‌ରେ ସର୍ବସାଧାରଣ ସ୍ଥାନରେ ମୁସଲମାନ ମହିଳାମାନେ ଆଉ ପିନ୍ଧିପାରିବେନି ବୁର୍ଖା

ନୂଆଦିଲ୍ଲୀ: ଏଣିକି ସ୍ୱିଜରଲ୍ୟାଣ୍ଡର ସର୍ବସାଧାରଣ ସ୍ଥାନରେ ମୁସଲମାନ ମହିଳାମାନେ ବୁର୍ଖା ପିନ୍ଧିପାରିବେ ନାହିଁ। ସ୍ୱିଜରଲ୍ୟାଣ୍ଡରେ ମୁସଲମାନ ମହିଳାଙ୍କ ବୁର୍ଖା ପିନ୍ଧିବାକୁ ବାରଣ କରାଯାଇଛି। ଏହି ସମ୍ବନ୍ଧୀୟ ପ୍ରସ୍ତାବକୁ ଆଦେଶରେ ସାମାନ୍ୟ ପାର୍ଥକ୍ୟ ସହିତ ଅନୁମୋଦନ କରାଯାଇଥିଲା।…

ଜାତୀୟ ସାଇକେଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଶା ଝିଅ ଶ୍ୱାତୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରାଉରକେଲା ଝିଅ ଶ୍ବାତୀ ସିଂ। ମୁମ୍ବାଇରେ ଅନୁଷ୍ଠିତ ୩୫ ତମ ଜାତୀୟ ସଡକ ସାଇକେଲ ଚାମ୍ପିୟନସିପ୍‌ରେ ମହିଳା ବର୍ଗ ଅଧୀନରେ ୬୦ କିଲୋମିଟର ରୋଡ୍ ମାସ୍ ଷ୍ଟାର୍ଟରେ ଓଡିଶାର ଶ୍ବାତୀ ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମାର୍ଚ୍ଚ ୫ ତାରିଖରୁ…

ସାତ ମାସ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ଅଭିନେତ୍ରୀ ରିୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ବଲିଉଡ ତାରକାମାନେ ମଧ୍ୟ ସେମାନଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ପାଇଁ ପୋଷ୍ଟ ସେୟାର କରି ଏହି ବିଶେଷ ଦିନରେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏହି ସମୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରିୟା…

ଫୁଟବଲ୍ ଶିଖୁଛନ୍ତି ନୋରା ଫତେହୀ !

ନୋରା ଫତେହୀ ଫୁଟବଲ୍ ଶିଖୁଛନ୍ତି । ତେବେ ନୋରା କୌଣସି ଫିଲ୍ମ ପାଇଁ ନୁହଁ, ନିଜ ଶୈଶବର ସ୍ବପ୍ନ ସାକାର କରିବାକୁ ଫୁଟବଲ୍ ଶିଖୁଛନ୍ତି । ଅଣତିରିଶ ବର୍ଷ ବୟସ୍କା ମରକୋ-କାନାଡିଆନ୍ ନର୍ତ୍ତକୀ- ଅଭିନେତ୍ରୀ ନୋରା ଶୈଶବରୁ ଖେଳ-କୁଦପ୍ରିୟା ଫୁଟବଲର ହେବା ପାଇଁ ଇଚ୍ଛା ଥିଲା । ତେବେ ବିଶ୍ବ…

ପତ୍ନୀ ଏବଂ ଝିଅଙ୍କୁ ନିଆରା ଢଙ୍ଗରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ବିରାଟ

ନୂଆଦିଲ୍ଲୀ: ଆଜି ହେଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କୁ ଏକ ଶକ୍ତିଶାଳୀ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏହି ବାର୍ତ୍ତା ସହିତ ପତ୍ନୀ ଅନୁଷ୍କା ଏବଂ ତାଙ୍କ ଝିଅ ଭାମିକାଙ୍କ ଫଟୋ ମଧ୍ୟ…

ଶିକ୍ଷକଙ୍କୁ ବିବାହ କଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ସ୍କଟ। ସେ ଜଣେ ରସାୟନ ବିଜ୍ଞାନ ଶିକ୍ଷକଙ୍କୁ ପୁର୍ନବାର ବିବାହ କରିଛନ୍ତି। ଜୁଏଟ୍ ଦଶନ୍ଧି ଧରି ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ଘରୋଇ ବିଦ୍ୟାଳୟରେ ରସାୟନ…