୩ ମାସରେ ୩୫୦ ଅନଲାଇନ କୋର୍ସ କରି ବିଶ୍ୱରେକର୍ଡ କଲେ କେରଳର ଆରତୀ
ଥିରୁୱନ୍ତପୁରମ:କୋଭିଡ-୧୯ ଲକଡାଉନ ଅବସରରେ ଅନେକ ବ୍ୟକ୍ତି ସେମାନଙ୍କ ମୂଲ୍ୟବାନ ସମୟ ନଷ୍ଟ କରି ନାହାନ୍ତି । ବରଂ ଏହାକୁ ଉପଯୋଗ କରି ଲାଭବାନ ହୋଇଛନ୍ତି । ସେଭଳି ଜଣେ ମହିଳା ହେଲେ କେରଳର ଆରତୀ ରଘୁନାଥ । ସେ ୩ ମାସ ମଧ୍ୟରେ ୩୫୦ ଅନଲାଇନ କୋର୍ସ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି ।…