Latest Odisha News

BREAKING NEWS

ପୁରୀ ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ପୁରୀ ସମୁଦ୍ରରେ ଗୁରୁବାର ସକାଳେ ଭାସିଯାଉଥିବା ବେଳେ ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ । ଉକ୍ତ ପର୍ଯ୍ୟଟକଙ୍କ ନାମ ଲୀଳାବତି ହୋଇଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୁରୀ ସମୁଦ୍ରରେ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୬)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୦-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୦ ତାରିଖ ଗୁରୁବାର କନ୍ୟା ୨୪ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ…

ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟ, ସିରିଜ୍ ଲକ୍ଷ୍ୟରେ ବିରାଟ ବାହିନୀ

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଗୁରୁବାର ଠାରୁ ୨ୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ୍ ସଂଘ(ଏମସିଏ) ଷ୍ଟାଡିୟମ ଠାରେ ଏହି ୨ୟ ଟେଷ୍ଟ…

ବିଜେପୁର ଉପ-ନିର୍ବାଚନ: ନବୀନ ଜନ୍ମଦିନ ପରେ ଆରମ୍ଭ କରିବେ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୧୬ ତାରିଖରେ ତାଙ୍କର ଜନ୍ମଦିନ ପରଦିନ ହିଁ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ବିଜେପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ଦୀର୍ଘ ପାଞ୍ଚଦିନ ଧରି ଦୁର୍ଗାପୂଜା ଉପଲକ୍ଷେ ବିଜେପୁର…

ଜମ୍ମୁ ଓ କାଶ୍ମୀର ବିସ୍ଥାପିତଙ୍କ ଲାଗି ୫.୫ ଲକ୍ଷ ଟଙ୍କା ଲେଖାଏଁ କେନ୍ଦ୍ରସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ବିସ୍ଥାପିତ ପରିବାର ଲାଗି କେନ୍ଦ୍ର ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପାକ ଅଧିକୃତ ଜମ୍ମୁ ଓ କାଶ୍ମୀର ଏବଂ ଛାମ୍ବରରୁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଜମ୍ମୁ ଓ କାଶ୍ମୀର ପାଇଁ ୨୦୧୫ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ…

ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପହଙ୍ଗା ଗ୍ରାମରେ ଦୂର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଘଟିଛି ଏକ ବଡ଼ ଅଘଟଣ । ଗାଁ ନିକଟ ଗଣ୍ଡାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ମୃତ ଯୁବକଙ୍କ ନାମ ଦେବାଶିଷ ଜେନା ବୋଲି ଜଣା ପଡ଼ିଛି। ଦେବାଶିଷଙ୍କ ଘର…

ଓଡ଼ିଆ ଯୁବକଙ୍କ ନିଆରା ‘ଗଛ ବଞ୍ଚାନ୍ତୁ’ ଅଭିଯାନ; ଅଟୋରେ କରୁଛନ୍ତି ଭାରତ ଭ୍ରମଣ

ଅନୁଗୁଳ: ଗଛ ବଞ୍ଚାଇବା ଲାଗି ଦିଲ୍ଲୀପ କୁମାର ସାହୁ ନିଆରା ଢଙ୍ଗରେ ବୁଲି ବୁଲି ଲୋକମାନଙ୍କୁ ସଚେତନତା ସୃଷ୍ଟି କରୁଛନ୍ତି । ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତିଠାରୁ ସେ ଏକ ଅଟୋରେ ଆରମ୍ଭ କରିଛନ୍ତି ତାଙ୍କର ଭାରତ ଭ୍ରମଣ କାର୍ଯ୍ୟକ୍ରମ । ବୃକ୍ଷ ହିଁ ଜୀବନ ଏହି ବାର୍ତ୍ତାନେଇ ୩୮…

ଜାଣନ୍ତୁ, କିପରି ଚିହ୍ନିବେ ଅସଲି ମହୁ !

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ସବୁ ଜିନିଷର ନକଲ ବଜାରକୁ ଆସିଗଲାଣି । ଡାଲି ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଗୁଡିକର ଅବିକଳ ନକଲି ଜିନିଷ ବଜାରରେ ମିଳୁଛି । ଯାହାକୁ ଚିହ୍ନିବା ଏକ ପ୍ରକାରର ମୁସ୍କିଲ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମହୁ ଭଳି ଏକ ଉପକାରୀ ସାମଗ୍ରୀ…

ସୋସିଆଲ ମିଡ଼ିଆର ପ୍ରଭାବ; ଲାଞ୍ଚ ମାଗି ଚାକିରୀରୁ ନିଲମ୍ବିତ ହେଲେ କନଷ୍ଟେବଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଟାଉନ ଥାନା କନଷ୍ଟେବଳ ଜଣେ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ବୁଧବାର ଦିନ ନିଲମ୍ବିତ ହୋଇଛନ୍ତି । ମିଳିଥିବା ସୂଚନା ଆନୁସାରେ, କନଷ୍ଟେବଳ ସଂକୀର୍ତ୍ତନ ପଟେଲ ଏକ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗୁଥିବାର ଭିଡିଓ ସୋସିଆଲ…