Latest Odisha News

BREAKING NEWS

ସୁରଟ ଫେରନ୍ତାଙ୍କ ଦୁଃଖଦ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

ଭୁବନେଶ୍ୱର: ମହାମାରୀ କରୋନା ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରଭାବିତ କରିଛି । ଲକଡାଉନ୍ ଓ ସଟଡାଉନ୍ ଭିତରେ ଅନେକଙ୍କ ଜୀବିକା ଯାଇଥିବା ବେଳେ ଭୂତାଣୁ ନେଇଛି ବହୁ ଜୀବନ । ଜୀବନର ଅସମୟରେ ଘଟୁଥିବା ଏଭଳି ଘଟଣାକୁ ପରଦାରେ ଚିତ୍ରଣ କରିବାକୁ ଜ୍ୟୋତି ପ୍ରଡକ୍ସନ ନିର୍ମାଣ କରୁଛି ଓଡ଼ିଆ ଚଳଚ୍ଚିତ୍ର…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗାଁରେ ଅଭାବନୀୟ ଘଟଣା । ଘର ଭିତରେ ଯୁବକ ଓ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଯୁବକ-ଯୁବତୀଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଛି । ଉଭୟ ଆତ୍ମହତ୍ୟା କରିଥିବା​ ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ…

ପୁରସ୍କୃତ ହେଲେ ଓଡ଼ିଶାର ୧୪ ସାହାସୀ ଓ ସଫଳ ମହିଳା

ଭୁବନେଶ୍ୱର: ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢେଇ କରି ତଥା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଓଡ଼ିଶାର ସଫଳ ମହିଳାମାନଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ବଲାଙ୍ଗିର ଜିଲ୍ଲାର ୧୯ ବର୍ଷ ବୟସ୍କା ମାନସୀ ବରିହା ରହିଛନ୍ତି।…

ଯାଜପୁର ଗସ୍ତରେ ଯାଇ ବ୍ୟାସ ସରୋବର ଉନ୍ନତିକରଣର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଯାଜପୁର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଯାଜପୁର ଗସ୍ତରେ ଯାଇଥିଲେ । ମୁଖ୍ୟ ଶାସନ ସଚିବ ବ୍ୟାସ ସରୋବର ପରିଦର୍ଶନ କରିବା ସହ ଗ୍ରାଉଣ୍ଡରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପ୍ରତି ଗୁରୁତ୍ୱ ଦେଇଥିଲେ । ବ୍ୟାସ ସରୋବରର…

ବ୍ରହ୍ମପୁରରେ ବାପା-ପୁଅଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା । ସଦର ଥାନା ଝାଡଙ୍କୁଲି ଗାଁରେ ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ବାପା-ପୁଅଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଉଭୟ ବାପା-ପୁଅଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ…

ମହାରାଷ୍ଟ୍ର ଔରଙ୍ଗାବାଦରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଲଗାଇବାକୁ ସରକାରଙ୍କ ଘୋଷଣା

ମୁମ୍ବାଇ : ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦିଲ୍ଲୀ ଓ ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ ବଢ଼ିବାରେ ଲାଛି କଂରୋନାର ପ୍ରକୋପ । କରୋନା ସଂକ୍ରମଣ ବୃଦ୍ଧି ମାମଲାରେ ମହାରାଷ୍ଟ୍ର ତାଲିକାରେ ଶୀର୍ଷରେ ରହିଥିବା ବେଳେ, ସଂକ୍ରମଣ ନିୟନ୍ତ୍ରଣକୁ ନେଇ ଚିନ୍ତା ବଢ଼ିଛି । ଏଥିପାଇଁ ମହାରାଷ୍ଟ୍ର…

ବସ୍ ଷ୍ଟାଣ୍ଡକୁ ଷ୍ଟ୍ରିଟ୍ ଲାଇବ୍ରେରୀରେ କେମିତି ପରିଣତ କଲା ଭାରତୀୟ ସେନା ?

ଶ୍ରୀନଗର: ଆପଣ କେବେ ଶୁଣିଛନ୍ତି ବସ୍ ଷ୍ଟାଣ୍ଡ ଷ୍ଟ୍ରିଟ୍ ଲାଇବ୍ରେରୀରେ ପରିଣତ ହେବା । ଏଭଳି ଏକ ପ୍ରେରଣାଦାୟୀ ପଦକ୍ଷେପ ନେଇଛି ଭାରତୀୟ ସେନାର ୧୮ ରାଷ୍ଟ୍ରୀୟ ରାଇଫଲ୍ସ । ଦକ୍ଷିଣ କାଶ୍ମୀରର ଏକ ଗାଁର ସ୍ଥାନୀୟ ଶିକ୍ଷାର୍ଥୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ଉଚ୍ଚଶିକ୍ଷା ଦେବା ଲାଗି…

ସୁଇସ ଓପନ ବ୍ୟାଡମିଂଟନ ଫାଇନାଲରେ ହାରିଲେ ସିନ୍ଧୁ, ରୌପ୍ୟରେ ସନ୍ତୁଷ୍ଟ

ଜ୍ୟୁରିକ୍‌: ଭାରତର ଶୀର୍ଷ ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ସୁଇସ ଓପନ ବ୍ୟାଡମିଂଟନରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ପେନର ଷ୍ଟାର ଖେଳାଳି କାରୋଲିନା ମାରିନଙ୍କ ନିକଟରୁ ୨୧-୧୨, ୨୧-୫ ସିଧାସଳଖ ଗେମରେ ହାରି ଯାଇଥିଲେ । ମାତ୍ର ୩୫ ମିିନିଟରେ…

ଶାହାଙ୍କ ରଣହୁଙ୍କାର : କହିଲେ, ‘ଭ୍ରଷ୍ଟାଚାର ମୁକ୍ତ ହେବ କେରଳ, ତାମିଲନାଡୁରେ ସରକାର ଗଢିବ ମହାମେଣ୍ଟ’

ନୂଆଦିଲ୍ଲୀ : ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ସରଗରମ ହେଲାଣି ରାଜନୀତି । ଏସବୁ ଭିତରେ ଗୃହମନ୍ତ୍ରୀ ଅମିତ ଶାହା କନ୍ୟାକୁମାରୀରେ ଏକ ରୋଡ୍ ଶୋ କରିଛନ୍ତି । ପରେ କେରଳର ତ୍ରିବେନ୍ଦ୍ରମରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗ…

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସଙ୍କ ବାଲୁକା କଳା

ପୁରୀ: ଆସନ୍ତାକାଲି ସୋମବାର ଆନ୍ତର୍ଜାତିକ ମହିଳା ଦିବସ । ଏଥରର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’ ଅର୍ଥାତ୍ ଆହ୍ୱାନକୁ ବାଞ୍ଚନ୍ତୁ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ପୁରୀ ବେଳାଭୂମିର ବଳିଆପଣ୍ଡା ନିକଟରେ ମହିଳାଙ୍କୁ ସମ୍ମାନ…