ଗାନ୍ଧୀ ଜୟନ୍ତୀ: ମହାତ୍ମା ଗାନ୍ଧୀଙ୍କ ପ୍ରତିଛବିରେ ଝଟକିବ ବୁର୍ଜ ଖଲିଫା
ଦୁବାଇ: ଆଜି ହେଉଛି ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ। ଏହାକୁ ସ୍ମରଣୀୟ କରିବା ପାଇଁ ଶୁକ୍ରବାର ଦିନ ଦୁବାଇର ବୁର୍ଜ ଖଲିଫାରେ ଗାନ୍ଧୀଙ୍କ ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି।
'ଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ବାର୍ତ୍ତାର ପ୍ରାସଙ୍ଗିକତା' ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…