Latest Odisha News

ଅଶ୍ୱିନୀ ବୈଷ୍ଣବ ବିଜେପିରେ ଯୋଗଦେବା ପରେ କିଏ କ’ଣ କହିଲେ, ଜାଣନ୍ତୁ…

ଭୁବନେଶ୍ୱର: ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏହି ପୂର୍ବତନ ପ୍ରଶାସକ ଯିଏକି ଓଡ଼ିଶାର ରାଜ୍ୟସଭା ଉପ ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷିତ ହୋଇଛନ୍ତି, ତାଙ୍କ ପ୍ରାର୍ଥୀତ୍ୱକୁ ଶାସକ…

ଶାହରୁଖଙ୍କୁ ହଟେଇ ଡନ୍‍ ସାଜିବେ ରଣବୀର!

ମୁମ୍ବାଇ : ପ୍ରଥମେ ଅମିତାଭ, ତାପରେ ଶାହାରୁଖ ଆଉ ଏବେ ରଣବୀର ସିଂ । ସୁଟିଂ ହେବାକୁ ଅଛି ସୁପରହିଟ୍ ଫିଲ୍ମ ‘ଡନ-୩’ । ୧୯୭୮ ମସିହାରେ ପ୍ରଥମେ ଏହାର ନିର୍ମାଣ କରାଯାଇଥିଲା । ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କୁ । ୯୦ ଦଶକର ଏହି ଫିଲ୍ମ ଦର୍ଶକଙ୍କ…

ଢେଙ୍କାନାଳରେ ଉଦ୍ଧାର ହେଲେ ଛୁଆ ସହ ମାଆ ହାତୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତାଳବେରଣା ଗାଁରେ ଶନିବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ମହାବୀର ରୋଡ ବନଖଣ୍ଡସ୍ଥ ତାଳବେରଣା ଗାଁର ଏକ ପାଇଖାନା ଟାଙ୍କିରୁ ଏକ ମାଆ ଓ ଛୁଆ ହାତୀକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଆ ଓ ଛୁଆ ହାତୀ ଦୁଇଟି ପାଇଖାନା…

ଭୃଷଙ୍ଗ ପତ୍ର ଖାଇଲେ କେଉଁସବୁ ରୋଗ ହୁଏନାହିଁ, ଜାଣନ୍ତୁ

ଭୁବନେଶ୍ୱର : ପ୍ରାୟ ପ୍ରତ୍ୟେକଙ୍କ ରୋଷେଇଘରେ ଭୃଷଙ୍ଗ ପତ୍ର ଥାଏ । ଏହାର ବ୍ୟବହାର ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । ଖାଲି ସ୍ୱାଦ ନୁହେଁ, ଦେହ ପାଇଁ ମଧ୍ୟ ଏହା ଖୁବ୍ ଲାଭଦାୟକ । ଆସନ୍ତୁ ଜାଣିବା ଭୃଷଙ୍ଗ ପତ୍ରର କେତୋଟି ଉପକାରିତା : - ଭୃଷଙ୍ଗ ପତ୍ର ଶରୀରକୁ ପ୍ରଚୁର…

ଦେହ

ଦେହ ସୌଭାଗ୍ୟବନ୍ତ ମହାରଣା ଦେହର ବିଚିତ୍ର କାରୁକାର୍ଯ୍ୟରେ ଚିହ୍ନା ଅଚିହ୍ନା ନିଃଶ୍ୱାସମାନଙ୍କ ଖେଳ ଦେହ ଏକ ମନ୍ଦିରର ମୁଖଶାଳା ସ୍ଥାପତ୍ୟର ନିର୍ମାଣ ଶୈଳୀରେ ସ୍ଥପତିର ମାୟା ଭିତରେ ବାୟା ହୁଏ ମୋହ ଓ କୋହର ଅଜବ୍ ବେଳ । ହାଡରେ ହାଡରେ ଖଂଜି ଦେଇଥିବା ମାଂସର କୋଣାର୍କ ,ରକ୍ତର…

ବିଗ୍‍ ବସ୍‍-୧୩ ‘ ପାଇଁ ସଲମାନ କେତେ ପାରିଶ୍ରମିକ ନେବେ ଜାଣନ୍ତି? ଜାଣିଲେ ହୋସ ଉଡିଯିବ

ମୁମ୍ବାଇ : ପପୁଲାର ରିଆଲିଟି ଶୋ’ 'ବିଗ୍‍ ବସ୍‍' ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛି ଏହାର ସିଜିନ-୧୩ । ୨୦୦୬ ମସିହାରେ ଏହା ଦର୍ଶକଙ୍କୁ ଭେଟି ଦେଇଥିଲା ଏହାର ପ୍ରଥମ ସିଜିନ । ୮୬ଟି ଅଧ୍ୟାୟ ବିଶିଷ୍ଟ ଏହି ଶୋ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ସୋନି ଟିଭିରେ ପ୍ରସାରିତ ଏହି…

ଗୋଟେ ପଟୁଆର ବିପକ୍ଷରେ

ଗୋଟେ ପଟୁଆର ବିପକ୍ଷରେ ପବିତ୍ର ମୋହନ କର ଯୁଦ୍ଧର ପ୍ରତିଟି ଗୁଳିରେ କେହି ଜଣେ ଛେଉଣ୍ଡ ହୁଏ ପୃଥିବୀରେ ମୁଣ୍ଡ ଉପରୁ ଆକାଶ, ପାଦ ତଳୁ ମାଟି ଖସିଯାଏ କା'ର ବାପ, ତ କା'ର ପୁଅ ଯାଏ ଯୁଦ୍ଧର ପ୍ରତିଟି ଗୁଳିରେ ନାରୀଟିଏ ଜଖମ ହୁଏ ପୃଥିବୀରେ ତା ନିଶ୍ୱାସରେ ପୋଡ଼ିଯାଏ ବିଶ୍ୱାସ କ୍ଷୟ…

ଜାଣନ୍ତୁ, ରାଜ୍ୟର କେଉଁ ସ୍ଥାନରେ ହେବ ପ୍ରବଳ ବର୍ଷା…

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ । ଏହା ସହିତ ଅନେକ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନା ପ୍ରଦାନ କରିଛି । ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ…

ଆଜି ଭାରତ-ଆଫଗାନିସ୍ତାନ ମ୍ୟାଚ: ବିଶାଳ ସ୍କୋର ଲକ୍ଷ୍ୟରେ ବିରାଟ ବାହିନୀ

ସାଉଥଆମ୍ପଟନ: ବିଶ୍ୱକପରେ ଆଜି ଭାରତ ତା’ର ୫ମ ମ୍ୟାଚ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଯାଉଛି । ଭାରତ ପୂର୍ବରୁ ୪ଟି ମ୍ୟାଚ ଖେଳି ଅପରାଜେୟ ରେକର୍ଡ଼ ବଳବତ୍ତର ରଖିଥିବା ବେଳେ ଆଜିର ମ୍ୟାଚକୁ ନିଶ୍ଚିତ ଭାବେ ଜିତିବାକୁ ଚେଷ୍ଟା କରିବ । ଭାରତ ପ୍ରଥମେ ବ୍ୟାଟିଂ ସୁଯୋଗ…

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ଏବେ ସମ୍ପୂର୍ଣ୍ଣ ଅସୁସ୍ଥ । ଜ୍ୱର ଜର୍ଜରିତ ଦେହରେ ଖଇ ଫୁଟୁଛି । ଯନ୍ତ୍ରଣାସିକ୍ତ ମହାପ୍ରଭୁଙ୍କ ଅଙ୍ଗ ଅଙ୍ଗରେ ହେଉଛି ଦରଜ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରଧାମରେ ରହି ତାଙ୍କର ମାନବୀୟ ଲୀଳା ମାଧ୍ୟମରେ ଏ ସଂସାରରେ ଦୁଃଖ, ଯନ୍ତ୍ରଣା, ଜରା ଓ…