ଆଗାମୀ ୬ରୁ ୭ ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ପ୍ରବାହ
ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ଅନ୍ୟପଟେ କରୋନାର ତୃତୀୟ ପ୍ରବାହ ଆସିବା ନେଇ ବିଶେଷଜ୍ଞ ଚେତାବନୀ ଦେଲେଣି । କରୋନର ତୃତୀୟ ପ୍ରବାହ ଆସିବ, ଏହାକୁ ସମସ୍ତ ବିଶେଷଜ୍ଞ ମାନୁଛନ୍ତି । ତେବେ କରୋନାର ତୃତୀୟ ପ୍ରବାହ କେବେ ଆସିବ ସେନେଇ କିଛି କୁହାଯାଉ ନାହିଁ ।…