Latest Odisha News

BREAKING NEWS

ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୩ ମୃତ, ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ୪ ଜଣ ଯୁବକ ଯାଉଥିଲେ ।…

ଶିମିଳିପାଳରେ ନିଆଁ ବ୍ୟାପିବା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ…

ଆଦିଲ୍ଲୀ: ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଏଥି ସହ ଏ ନେଇ ରିପୋର୍ଟ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । Mayurbhanj had…

ଭିଜିଲାନ୍ସ ଜାଲରେ ଫସିଲେ ଶିକ୍ଷକ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଶିକ୍ଷକଙ୍କ ସୁବର୍ଣ୍ଣପୁର ସ୍ଥିତ ବାସଭବନ ସମେତ ସମ୍ବଲପୁର ଜିଲ୍ଲାର ବିଭିନ୍ନ…

ଗଳ୍ପ : ଅହମିକାର ଆରପାଖ

ହିମାଂଶୁ ଆଚାରୀ  ନିଜ ଜୀବନଠୁ ଆଉ ବଡ ଶିକ୍ଷକ କିଏ ? ପ୍ରତି ମୁହୂର୍ତ୍ତରେ ସେ ଆମକୁ ଶିଖାଏ ବଞ୍ଚିବାର ରହସ୍ୟ । ହଠାତ୍ ଏ କଥା ପଦକ ଅଚାନକ ଉଲକା ପରି ଖସିପଡିଲା ଦୀପାଙ୍କ ଓଠରୁ । ଚମକିଗଲେ ଶ୍ରୀକାନ୍ତ ବାବୁ ! ଗତ କାଲି ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହେଇଥିବା ଗୁରୁଦିବସ ଅବସରରେ…

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩-୩-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମାର୍ଚ୍ଚ ମାସ ତା ୩ ରିଖ ବୁଧବାର  କୁମ୍ଭ ୨୦ ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଆଜିର ଘାତ ବାର- କର୍କଟ ରାଶିର ଆଜିର ନିଷେଧ ଖାଦ୍ୟ- ବେଲ ମେଷ- ଆଜି…

୩୦ ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ସୁଯୋଗ ପାଇଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର; ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୨୧ ବ୍ୟାଚର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି। ଶିକ୍ଷା ବ୍ୟବସ୍ଥା ଉପରେ କୋଭିଡ ମହାମାରୀ ପ୍ରଭାବ ପଡ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କୁ…

ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଉଦ୍ୟମ କରିବ ସଂଯୁକ୍ତ କିସାନ ମୋର୍ଚ୍ଚା

ନୂଆଦିଲ୍ଲୀ: ଆଗକୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଉଦ୍ୟମ କରିବୁ ବୋଲି ସଂଯୁକ୍ତ କିସାନ ମୋର୍ଚ୍ଚା ଘୋଷଣା କରିଛି । ମଙ୍ଗଳବାର ସିଂଘୁ ବର୍ଡର ନିକଟରେ ସେମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି । ଆମେ କୌଣସି ପାର୍ଟିକୁ…

ଟିଏମସିର ବରିଷ୍ଠ ନେତା ଜିତେନ୍ଦ୍ର ତିୱାରୀ ବିଜେପିରେ ମିଶିଲେ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ଜଣେ ନେତା ଟିଏମସି ଛାଡିବାରେ ଲାଗିଛନ୍ତି । ଯାହା କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିନ୍ତାରେ ପକାଇ ଦେଇଛି । ମଙ୍ଗଳବାର ବିଧାୟକ ଜିତେନ୍ଦ୍ର ତିୱାରୀ ବିଜେପିର ରାଜ୍ୟ ମୂଖ୍ୟ ଦିଲୀପ ଘୋଷଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି ।…

ଆଗକୁ ତାତି ଅସମ୍ଭାଳ !, ‘ସିଜନାଲ ଆଉଟ୍ ଲୁକ୍’ରେ ଓଡ଼ିଶା, ଛତିଶଗଡ଼ ସହ ଉତ୍ତର, ପୂର୍ବ ଓ ପଶ୍ଚିମ ଭାରତକୁ ସତର୍କ କଲେ…

ନୂଆଦିଲ୍ଲୀ: ଏଥର ଅସମ୍ଭାଳ ଗ୍ରୀଷ୍ମ ! ଭାରତୀୟ ପାଣି ପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଆଗାମୀ ଗ୍ରୀଷ୍ମ ଋତୁ ଲାଗି ‘ସିଜନାଲ ଆଉଟ୍‌ଲୁକ୍’ ଜାରି କରିଛନ୍ତି । ମାର୍ଚ୍ଚ-ମେ ଲାଗି ଜାରି ହୋଇଥିବା ଆଉଟଲୁକ୍‌ରେ ଦକ୍ଷିଣ ଓ ମଧ୍ୟଭାରତ ଲାଗି ଗ୍ରୀଷ୍ମ ଉପଭୋଗ୍ୟ ହୋଇପାରେ ବୋଲି ପୂର୍ବାନୁମାନ…

ଶିବସେନା ନେତାଙ୍କ ପ୍ରତି ଡର ରହିଛି, କେସ୍ ଶିମଲାକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ତାଙ୍କ ବିରୋଧରେ ଆଗତ ହୋଇଥିବା ୩ଟି ଅପରାଧିକ ମାମଲାକୁ ଶିମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି । କଙ୍ଗନାଙ୍କ ଓକିଲ ନୀରଜ ଶେଖର କୋର୍ଟ ନିକଟରେ ୨ ଭଉଣୀଙ୍କ ଜୀବନ ପ୍ରତି…