Latest Odisha News

BREAKING NEWS

ଡୁଙ୍ଗୁରିପାଲି ବ୍ଲକରୁ ବିଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଳି ବ୍ଲକ ବଡ଼କାର୍ଲେ ଗାଁ ରେ ଏକ ବିଲୁପ୍ତ ପ୍ରାୟ ବଜ୍ରକାପ୍ତା ଉଦ୍ଧାର । ଗତକାଲି ରାତିରେ ଗାଁ ଲୋକେ ଏକ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ଗାଁ ମଝିରେ ଏହି ବଜ୍ରକାପ୍ତା କୁ ଦେଖିବା ପାଇଁ ବେଶ ଭିଡ଼ ଜମିଥିଲା । ଏହା ନିକଟସ୍ଥ ଚୁଡାଖାଇ ଜଙ୍ଗଲରୁ ଆଶିଥିବା ସନ୍ଦେହ କରାଯାଉଛି । ଆଜି ସକାଳୁ ସ୍ଥାନୀୟ ଲୋକେ ରାମପୁର ପୋଲିସ ଓ ବନବିଭାଗକୁ ଖବର ଦେଇଛନ୍ତି । ଏପର୍ଯ୍ୟନ୍ତ ବନବିଭାଗ ଘଟଣା ସ୍ଥଳକୁ ପହଞ୍ଚି ପାରି ନାହିଁ । ବଜ୍ରକାପ୍ତା ଟି ପ୍ରୟା ୨ ଫୁଟ ଲମ୍ବର ହୋଇଥିବା ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡ଼କାର୍ଲେ ଗାଁରେ ଏକ ବିଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏହା କେଉଁଠାରୁ ଆସିଲା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଡୁଙ୍ଗୁରୀପାଲି ବ୍ଲକ ବଡ଼କର୍ଲେ ଗାଁରେ ଗ୍ରାମବାସୀ ଏକ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ। ବଜ୍ରକାପ୍ତାଟି ପ୍ରାୟ ୨ ଫୁଟ ଲମ୍ବର ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.