Latest Odisha News

BREAKING NEWS

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ନବୀନ କହିଲେ ୨୦୧୪ ଠାରୁ ଏଥର ଫଳାଫଳ ଭଲ ହେବ

ଭୁବନେଶ୍ୱର: ଓଡ଼ିଶାରେ ୧ମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେଡ଼ି ସଭାପତି ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଏଥର ନିର୍ବାଚନରେ ଦଳର ଫଳାଫଳ ୨୦୧୪ ଅପେକ୍ଷା ଅଧିକ ଭଲ ହେବ ।

ଗୁରୁବାର ଦିନ ଓଡ଼ିଶାରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ଭୋଟହାର ୬୮ % ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ମତଦାନ ଭଲ ହୋଇଥିବା ଯୋଗୁଁ ନବୀନ ଓଡ଼ିଶାର ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.