Latest Odisha News

BREAKING NEWS

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନା ଇସ୍ତଫା ଦେଇଛନ୍ତି ବୋଲି ମଙ୍ଗଳବାର ବିଶେଷ ସୂତ୍ରରୁ ପ୍ରକାଶ। ସେ କୌଣସି ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡିଥିବା କୁହାଯାଉଛି।

୧୯୭୭ ବ୍ୟାଚ୍ ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସିହ୍ନା, ସ୍ବତନ୍ତ୍ର ଡ୍ୟୁଟି (OSD) ରେ ଜଣେ ଅଧିକାରୀ ଭାବରେ କିଛି ସମୟ କାର୍ଯ୍ୟ କରିବା ପରେ ସେପ୍ଟେମ୍ବର ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ସିହ୍ନା ଶକ୍ତି ମନ୍ତ୍ରଣାଳୟରେ ମଧ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.