Latest Odisha News

BREAKING NEWS

ଆସନ୍ତାକାଲି ଭୁବନେଶ୍ୱର ଓ ନିମାପଡାରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ…

ଭୁବନେଶ୍ୱର: ଭୁବନେଶ୍ୱର ଓ ନିମାପଡାରେ ଆସନ୍ତାକାଲି ତଥା ଡିସେମ୍ବର ୦୨ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର ଓ ନିମାପଡାର କେଉଁସବୁ ସ୍ଥାନରେ ଗୁରୁବାର ଦିନ ବନ୍ଦ ରହିବ ବିଦ୍ୟୁତ୍ ସେବା

ଭୁବନେଶ୍ୱର

ଦରଠୁଙ୍ଗା, କୁଜିମହଲ ଓ ଚନ୍ଦକା (ସକାଳ ୯ଟାରୁ ଦିନ ୧୨ଟା ଯାଏଁ)

କେସୁରା, କୋରଡକଣ୍ଟା କମଣା (ସକାଳ ୯ଟାରୁ ଦିନ ୩ଟା ଯାଏଁ)

ନିମାପଡା

ଦାଣ୍ଡମୁକୁନ୍ଦପୁର, ଅବଲପୁର, ମୁର୍ଧାନୀପୁର, ଡେଲାଙ୍ଗ, ପିପିଲି ବଜାର, ହରିପୁର, ରାଜାଶ (ସକାଳ ୯ଟାରୁ ଦିନ ୧୨ଟା ଯାଏଁ)

Leave A Reply

Your email address will not be published.