ଭୁବନେଶ୍ୱର: ଅଶାୟୀ ପ୍ରାର୍ଥୀ ହେଲେ ନିରାଶ । ପ୍ରାର୍ଥୀ ଘୋଷଣା ପରେ ରାଜ୍ୟସଭାକୁ ଯିବା ପାଇଁ ମନବଳାଇ ବସିଥିବା ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନିରାଶ ହେବାକୁ ପଡିଛି । ରାଜ୍ୟସଭା ରେସ୍ରୁ ତାଙ୍କୁ ବାଦ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦୧୯ ନିର୍ବାଚନରେ ଦଳୀୟ ଟେକଟରୁ ବଂଚିତ ହୋଇଥିବା ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ସେତେବେଳେ ବିଜେଡି ସୁପ୍ରିମୋ କହିଥିଲେ । ହେଲେ କିଛି ଦିନ ପୂର୍ବରୁ ସେ ଦେଇଥିବା ଏକ ବୟାନ ତାଙ୍କୁ ଅଡୁଆରେ ପକାଇଛି । ତାଙ୍କ ବୟାନ ପାଇଁ ରାଜ୍ୟସଭାର ରାସ୍ତା ବନ୍ଦ ହୋଇଯାଇଥିବା ନେଇ ଆକଳନ ହେଉଛି ।
ଅନ୍ୟପଟେ ରାଜ୍ୟସଭା ଆଶାୟୀ ଚ୍ୟାଉ ପଟ୍ଟନାୟକଙ୍କୁ ଥଇଥାନ୍ କରିଛନ୍ତି ବିଜେଡ଼ି ସୁପ୍ରିମୋ । ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ଲବି କରୁଥିବା ବିଜେଡ଼ିର ପୁରୁଖା ନେତା ରମେଶ ଚ୍ୟାୟ ପଟ୍ଟନାୟକଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ରମେଶଙ୍କୁ ଓଡ଼ିଶା ନିର୍ମାଣ ବୋର୍ଡ଼ର ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ନବୀନ ।
BREAKING NEWS
- ମୁମ୍ବାଇ ଇଣ୍ଡିଆନ୍ସ ହେଡ୍ କୋଚ୍ ପଦ ଛାଡ଼ିଲେ ମାହେଲା ଜୟବର୍ଦ୍ଧନେ
- ଟିମ୍ ଇଣ୍ଡିଆକୁ ଆଉ ଫେରିବେ ନାହିଁ ରବୀନ୍ଦ୍ର ଜାଡେଜା ? ୨୦୨୭ ବିଶ୍ୱକପ୍ ଯୋଜନାକୁ ନେଇ ବଡ଼ ଖୁଲାସା
- ବିସିସିଆଇ ସିନିୟର୍ ସିଲେକ୍ସନ୍ କମିଟି: ଅଗରକରଙ୍କ ସ୍ଥାନ ନେଇପାରନ୍ତି ରମେଶ ପାୱାର
- ଶ୍ରୀଲଙ୍କାରେ ବଡ଼ଧରଣର ବିଦ୍ୟୁତ୍ ସଙ୍କଟ : ଦେଶବ୍ୟାପୀ ବ୍ଲାକ୍ଆଉଟ୍
- Infiltration bid foiled:କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ୨ ଆତଙ୍କବାଦୀ ନିହତ
- Woman Slaps CRPF: ଚାପୁଡା ମାରିଲେ, ଦୁର୍ବ୍ୟବହାର କଲେ…ତ୍ରିରଙ୍ଗା ମାର୍ଚ୍ଚରେ ହଙ୍ଗାମା! CRPF ଯବାନଙ୍କୁ ଚାପୁଡ଼ା ମରା ଭିଡିଓ ଜାରି କଲା ଦିଲ୍ଲୀ ପୋଲିସ
- Kavya Maran Wedding: ହାତକୁ ଦୁଇ ହାତ ହେବେ ସନରାଇଜର୍ସ ମାଲିକାଣୀ! ଗ୍ରୀସ୍ରେ ବାଜିବ ଶାହାନାଇ, ଜାଣନ୍ତୁ କାହାକୁ ବାହା ହେବେ SRH ସୁନ୍ଦରୀ…
- ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗରେ ୫ ଗିରଫ
- ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ; ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ
- Governor Braj Mohan Ram in Bhubaneswar:ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ..

Comments are closed.