ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ଦିନ SOP ଉଲଂଘନ ଅଭିଯୋଗ | ପୁରୀର ପୁଣି ଏକ ଲଜକୁ ସିଲ କଲା ପ୍ରଶାସନ | ବଳଗଣ୍ଡି ଛକରେ ଥିବା ଶ୍ରୀକ୍ଷେତ୍ର ଲଜକୁ ସିଲ କରାଯାଇଛି | ତେବେ ପୂର୍ବରୁ ଗଙ୍ଗା ଲଜ, ଅକ୍ଷୟପାତ୍ର ଫାଉଣ୍ଡେସନ ଓ ସାଗର ଇନ ଲଜ ସିଲ କରାଯାଇଥିବା ବେଳେ ଆଜି ଶ୍ରୀକ୍ଷେତ୍ର ଲଜକୁ ସିଲ କରାଗଲା | ତେବେ ଆଗକୁ ନିୟମ ଭାଙ୍ଗିଥିବା ଅନ୍ୟାନ୍ୟ ଲଜ ଓ ହୋଟେଲ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ ପୁଣି ଦିତୀୟ ପର୍ଯ୍ୟାୟରେ ୫ ଜଣକ ବିରୋଧ ରେ କର୍ଫ୍ୟୁ ଉଲଘଂନକୁ ପୁରୀ ପୋଲିସ କାର୍ଯ୍ୟନୁଷ୍ଠାନ ଆରଂଭ କରିଛି।
BREAKING NEWS
- ଚିନାବାଦାମ୍ ସେବନ କଲେ ବଢିିବକି କୋଲେଷ୍ଟ୍ରଲ ? ହୋଇଯିବେ କି ମୋଟା ? ଜାଣନ୍ତୁ କଣ କହୁଛି ଅଧ୍ୟୟନ
- କଲେଜ ପରିସରରେ ଉତ୍ତେଜନା;ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ,ଘଟଣାସ୍ଥଳରେ ପୋଲିସ
- ଭିଜିଲାନ୍ସ ଜାଲରେ ABEO; ରହିଛି ୧୯ ପ୍ଲଟ, ୩ କୋଠା…
- The Dirty Picture-2: ୧୫ବର୍ଷ ପରେ ଏକତାଙ୍କ ସିକ୍ୱେଲ ପ୍ଲାନିଂ
- ରେକର୍ଡ ଗଢ଼ିଲା ପାରଦୀପ ବନ୍ଦର: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡ୍ କରି ଇତିହାସ ରଚିଲା
- ସ୍ଵଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ SIR ଆବଶ୍ୟକ: ମୁଖ୍ୟମନ୍ତ୍ରୀ
- ଡିଜେକୁ ବିରୋଧ କରିବାରୁ ଗଣ୍ଡଗୋଳ; ୫ ଆହତ
- ନଭେମ୍ବର ୫ରେ ‘ରାମାୟଣ-୧’ ରିଲିଜ୍, ଦଶହରାରୁ ଆରମ୍ଭ ଟିକେଟ୍ ବୁକିଂ
- ବ୍ରହ୍ମପୁରରୁ ୩୦୦୦ କେଜି ନକଲି ମସଲା ଗୁଣ୍ଡ ଜବତ
- ପ୍ରଗତି ପଥେ ନୂଆ ପାଦ: ୨୦୨୭ ସୁଦ୍ଧା ଗଞ୍ଜେଇ ମୁକ୍ତ ହେବ କନ୍ଧମାଳ

Comments are closed.