Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ; କରୋନା ଭାଇରସକୁ ଶେଷ କରିବା ପାଇଁ ନାସାରୁ ଔଷଧ ମଗାଇଲେ ରାକ୍ଷୀ ସାୱନ୍ତ !

ଭୁବନେଶ୍ୱର: ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କରୋନା ଭାଇରସକୁ ଦୂର କରିବା କରିବେ ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ଏଥିପାଇଁ ସେ ନାସାରୁ ଔଷଧ ମଧ୍ୟ ମଗାଇଛନ୍ତି । ଏକଥା ଆମେ କହୁନୁ ଆଜ୍ଞା କହୁଛନ୍ତି ନିଜେ ରାକ୍ଷୀ ସାୱନ୍ତ ।

ଖାଲି ସେତିକି ନୁହେଁ ଏହି ମାରାତ୍ମକ ରୋଗ କବଳରୁ ଲୋକଙ୍କୁ ରଖା କରିବାକୁ ଚୀନ ଯାଉଛନ୍ତି ବୋଲି ରାକ୍ଷୀ ଏକ ଭିଡ଼ିଓ ଜରିଆରେ ଇନଷ୍ଟାଗ୍ରାମରେ ଜଣାଇଛନ୍ତି।

ଦେଖନ୍ତୁ ରାକ୍ଷୀ କ’ଣ କହୁଛନ୍ତି ଏହି ଭିଡ଼ିଓରେ

 

View this post on Instagram

 

A post shared by Rakhi Sawant (@rakhisawant2511) on

ଚୀନରେ କରୋନା ଭାଇରସ ଲୋକମାନଙ୍କ ମଧ୍ୟରେ ଭୟଙ୍କର ପରିସ୍ଥତି ସୃଷ୍ଟି କରିଛି। କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କ୍ୱିନ ରାକ୍ଷୀ ସାଓ୍ଵନ୍ତଙ୍କୁ ଏହି ସମ୍ପର୍କରେ ବିଲକୁଲ୍‌ ଭୟ ନାହିଁ। ଏବେ ରାକ୍ଷୀ ଚୀନରେ ପହଞ୍ଚି କୋରୋନା ଭାଇରସକୁ ଶେଷ କରିବା ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.