Latest Odisha News

BREAKING NEWS

ଆଜି ସନ୍ଧ୍ୟା ୭ରୁ ପୁରୀରେ କୋହଳ ହେଲା କର୍ଫ୍ୟୁ

ପୁରୀ: ରଥଟାଣା ପରେ ପୁରୀରେ କୋହଳ ହୋଇଛି କର୍ଫ୍ୟୁ । ସନ୍ଧ୍ୟା ୭ଟାରେ ପରେ କଟକଣା ହଟିଛି । ତେବେ ବଡ଼ଶଙ୍ଖ, ମାଟିଆପଡ଼ାରୁ ମାଉସୀ ମା ମନ୍ଦିର ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ହୋଇଛି ।

ଆସନ୍ତାକାଲି ଅପରାହ୍ନରେ ଗୁଣ୍ଡିଚା ମନ୍ଦରକୁ ବିଜେ କରିବେ ଶ୍ରୀଜିଉ । ଆସନ୍ତାକାଲି ଅପରାହ୍ନ ୪ଟାରୁ ୭ଟା ମଧ୍ୟରେ ସମ୍ପର୍ଣ୍ଣ ହେବ ପହଣ୍ଡି ବିଜେ। ଗୁଣ୍ଡିଚା ମନ୍ଦିର ଚର୍ତୁପାଶ୍ୱର୍ ନୋ ଏଣ୍ଟ୍ରି ଜୋନ ରହିବ । ଏନେଇ ପୁରୀ ଜିଲ୍ଲା ପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.