Latest Odisha News

BREAKING NEWS

Browsing Tag

puri collector

ପୁରୀ ବେଳାଭୂମିରେ ହେବ ନାହିଁ ମଦ କୁଡ଼ିଆ ଯୋଜନା

ପୁରୀ: ପୁରୀ ବେଳାଭୂମିରେ ହେବନାହିଁ ବିଚ୍ ସ୍ୟାକ୍ସ ଯୋଜନା ବା ମଦ କୁଡ଼ିଆ ଯୋଜନା । ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ଉଠିଥିଲା ବିରୋଧର ସ୍ୱର…

କାଲିଠୁ ବିନା କୋଭିଡ ରିପୋର୍ଟରେ କାଳିଆ ଦର୍ଶନ 

ପୁରୀ : ବିନା କୋଭିଡ ରିପୋରର୍ଟରେ କାଲିଠାରୁ ନିର୍ବିଘ୍ନରେ କାଳିଆ ଦର୍ଶନ କରିପାରିବେ ଭକ୍ତ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ପୁରୀ ଏସପି, ଡିଆଇଜି ସମୀକ୍ଷା କରି କିଭଳି…

ଆଜିଠୁ ଜାତୀୟ ସଡ଼କ ସୁରକ୍ଷା ମାସ: ପୁରୀରେ ସାଇକେଲ ଶୋଭାଯାତ୍ରା

ପୁରୀ: ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ । ଚଳିତବର୍ଷ ମାସେ ଧରି ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି ପୁରୀରେ ଏକ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା । ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ…

ଡିସେମ୍ବର ପହିଲାରୁ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ

ପୁରୀ: ଚଳିତ ବର୍ଷ ଡିସେମ୍ବର ପହିଲାରୁ ପୁଣି ଥରେ ରାମଚଣ୍ଡୀ କୁଶଭଦ୍ରା ମୁହାଣରେ ନିକଟରେ ଆରମ୍ଭ ହେବ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । କରୋନା କଟକଣା ସତ୍ତ୍ୱେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଆରମ୍ଭ ହେବ । ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ହେବାକୁ ଥିବା ଏହି ଫେଷ୍ଟିଭାଲ…

ଆଜିଠୁ ଶ୍ରୀକ୍ଷେତ୍ରରେ ‘ମୋ ଧାମ ମୋ ଗର୍ବ’ ଅଭିଯାନ

ପୁରୀ: ଆଜିଠୁ ପୁରୀ ଆରମ୍ଭ ହୋଇଛି 'ମୋ ଧାମ ମୋ ଗର୍ବ' ଅଭିଯାନ । ଏହା ଏକ ସପ୍ତାହ ଧରି ଚାଲିବ । ଏହି ଅଭିଯାନ ଜରିଆରେ ରାସ୍ତାରେ ଗୋଟିଏ ବି ଅଳିଆ ପଡିବନି । କୁଆ ଡାକିବା ପୂର୍ବରୁ ପୁରୀ ସହର ସଭା ହୋଇଯାଇଥିବ । ଏଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା…

ମାସେ ଯାଏଁ ପୁରୀ ସ୍ୱର୍ଗଦ୍ୱାରକୁ ବାହାର ଲୋକଙ୍କୁ ପ୍ରବେଶ ମନା

ପୁରୀ: ପୁଣି ବଢ଼ିଲା ପୁରୀ ସ୍ୱର୍ଗଦ୍ୱାର କଟକଣା । ସ୍ୱର୍ଗଦାରରେ ଦାହ ସଂସ୍କରଣ କଟକଣାକୁ ବୃଦ୍ଧି କରାଯାଇଛି । ପୁଣି ଆଉ ମାସେ ଅର୍ଥାତ ସେପ୍ଟେମ୍ବର ୩୦ ଯାଏଁ ଏହି କଟକଣାକୁ ବଢ଼ାଇଛନ୍ତି ଜିଲ୍ଳାପାଳ । ପୁରୀ ଜିଲ୍ଲା ବାହାର ଲୋକଙ୍କୁ ଶବ ସଂସ୍କାର କରିବାକୁ ଅନୁମତି ମିଳିବ ନାହିଁ । କେବଳ ପୁରୀ…

ବଗଲା ଧର୍ମଶାଳା ଜମି ହଡପ ଷଡଯନ୍ତ୍ର: କଂଗ୍ରେସ

ଭୁବନେଶ୍ୱର: ପୁରୀ ବଗଲା ଜମି ସରକାର ବିକ୍ରି କରିଥିବା ନେଇ ଅଭିଯୋଗ ଉଠିଛି । ଏହାକୁ ନେଇ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବଗଲା ଧର୍ମଶାଳା ଜମି ହଡପ କରିବା ନେଇ ଷଡଯନ୍ତ୍ର ଚାଲିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ କହିଛି,…

ବିକ୍ରି ହୋଇନି ପୁରୀ ବଗଲା ଧର୍ମଶାଳା ଜମି: ଜିଲ୍ଲା ପ୍ରଶାସନ

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ପୁରୀ ଜିଲ୍ଲା ପ୍ରଶାସନ । କାହାକୁ ଦିଆଯାଇନି ବଗଲା ଜମି । ଘରୋଇ ଲଜ୍‌ ମାଲିକଙ୍କୁ ଜମି ଦିଆଯାଇନି । ସେବାୟତଙ୍କ ବିସ୍ଥାପନ ପାଇଁ ଜମିର ୧୨% ବ୍ୟବହାର ହୋଇଛି । ୭୫ ମିଟର ଉଚ୍ଛେଦ ବେଳେ ଜମି ହରାଇଥିଲେ ଏହି ସେବାୟତ ।…

ଅନ୍‌ଲାଇନ୍‌ରେ ଜଗା ଦର୍ଶନ !

ପୁରୀ: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦନ ହେବ ସମସ୍ତ ଧାର୍ମିକ ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ପୁରୀରେ ବି ଶ୍ରୀଜିଉଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଂଚିତ ଅଛନ୍ତି । ଏହାକୁ ଆଧାର କରି ଆଜି ଜଗା ଦର୍ଶନ ପାଇଁ ବିଚାର ବିମର୍ଶ ଚାଲିଛି । ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ମାଧ୍ୟମରେ…

ପାଉଣା ନଦେଲେ ରଥଖୋଲା ବନ୍ଦ ଚେତାବନୀ

ପୁରୀ: ୨ ଦିନ ଭିତରେ ପାଉଣା ଦିଅ ନହେଲେ ରଥଖୋଲା ବନ୍ଦ ହେବ । ଦେବୀ ସୁଭଦ୍ରାଙ୍କ ରଥର ଚାରୋଟି ଦୁଆରବେଢ଼ା କଢ଼ାଯିବା ପରେ ପ୍ରାପ୍ୟକୁ ନେଇ ଏଭଳି ଜିଦ୍‌ରେ ବସିଛନ୍ତି ମୁଖ୍ୟ ମହାରଣାମାନେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛନ୍ତି ମହାରଣା ସେବାୟତ । କେବଳ ସେତିକି…