Latest Odisha News

ଯୁବ ପିଢ଼ୀଙ୍କ ଚାକିରୀ ଖାଉଛି ରୋବୋଟ

ନୂଆଦିଲ୍ଲୀ:ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଏବେ ଯୁବ ପିଢ଼ୀଙ୍କ ଚାକିରୀ ଅତ୍ୟାଧୁନିକ ରୋବୋଟ ଖାଉଛି । କରୋନା ଭାଇରସକୁ ରୋକିବା ପାଇଁ ଚୀନ ସରକାର ରୋଗୀଙ୍କ ପାଖକୁ ରୋବୋଟ ପଠାଇ ଚିକିତ୍ସା ସୁବିଧା ଯୋଗାଉଛି ।

ରିପୋର୍ଟ ମୁତାବକ ଏଥିଯୋଗୁ ୨୦୦୦୦ ବ୍ୟକ୍ତି ସେମାନଙ୍କ ଚାକିରୀ ହରାଇ ସାରିଲେଣି । ଅନ୍ତର୍ଜାତୀୟସ୍ତରର ବଡ ବଡ କମ୍ପାନୀ ବିନା ଅଭିଯୋଗରେ ରୋବୋଟ ମାଧ୍ୟମରେ ଅଧିକ କାମ ହାସଲ କରିପାରୁଛନ୍ତି । ସେହିପରି ଶେୟାର ମାର୍କେଟରେ ମଧ୍ୟ ରୋବୋଟ ସମ୍ପୂର୍ଣ୍ଣ ଡାଟା ସହ ଭଲ ଶେୟାର କିଣିବାକୁ ପରାମର୍ଶ ଦେଇପାରୁଛି ।

Leave A Reply

Your email address will not be published.