Latest Odisha News

BREAKING NEWS

କବିତା : ମହମବତୀ

ଗଦାଧର ସାହୁ

ଜଳୁଛି ସେ କେଉଁ କାଳୁ
ଜଳୁଥିବ ଆହୁରି,
ଅନ୍ଧକାର ସରେ ନାହିଁ
କେତେ ଅଛି ଜାଣେନି ।

କାହାର କେତେ ଆୟୁଷ
କିଏ ଅବା କଳିବ,
ଜଳି ଜଳି ଲିଭିଯିବ
ଏ ଜୀବନ ପ୍ରଦୀପ

ବ୍ରହ୍ମଗିରି,  ପୁରୀ

 

Leave A Reply

Your email address will not be published.