ସାଧନା ପଣ୍ଡା
କଜ୍ଜ୍ୱଳ ଉଜ୍ଜ୍ବଳ କାନ୍ତି କଳେବର
ଶ୍ରୀପତି ଅଧିନାୟକ ,
କମଳ କୋମଳ ନୟନ ଯୁଗଳ
ମନ ଆନନ୍ଦ ଦାୟକ ।୧
କଣ୍ଠେ କଉସ୍ତୁଭ କଟିରେ କିଙ୍କିଣି
ନାକେ ନୋଥ ଜକ ଜକ ,
କିରିଟିରେ କେକି ପୁଚ୍ଛ ଗୁଚ୍ଛ ଗୁନ୍ଥା
ଲଲାଟେ ଚନ୍ଦନ ତିଳକ ।୨
କୁଣ୍ଡଳ କର୍ଣ୍ଣରେ ଦିଶେ ଝକମକ
ଖେଦ ହର ତତକ୍ଷଣିକ,
କାଳେ କାଳେ ଅନ୍ତରାଳେ ଯାଗରୁକ
ପାପ ତାପ ପରିହାରକ।୩
କରୁଣା ସାଗର କରୁଣାରେ ଭର
ଭକତ ହିତରେ ସଦାକ ,
କଟାକ୍ଷରେ କ୍ଷରେ କ୍ଷମା ଅନୁକମ୍ପା
କ୍ଷାଳେ ଖେଦ ତତକ୍ଷଣିକ।୪
କମଳ ନୟନ କାଳିଆ ଅଧର
କିଞ୍ଚିତ କରୁଣା କର,
କାଳିନ୍ଦି ତଟରେ କଳାନିଧିପତି
[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

କାଳକେ କରୁଛୁ ନାଟ ।୫
ସାଧନା ପଣ୍ଡା , ଭୁବନେଶ୍ବର
Comments are closed.