Latest Odisha News

BREAKING NEWS

କବିତା : କିଛି କହୁନା ଯେ

ସତ୍ୟନାରାୟଣ ଗନ୍ତାୟତ 

ଭଲ ଲାଗୁଚି
ଘରେ ବି ସବୁ ଭଲ !

ତ’
କ’ଣ ଭାବୁଚ
ନିଜ ଭିତରେ ଇ
ହଜାଇ ଦେଇଥିବ ନିଜକୁ ?
ନା
ଥରୁଟେ ନିଘା କରିବ
ତମ ଚଉପାଶର
ନାଇଁ ନଥିବା
‘ନାଇଁ ନାଇଁ’ର ଘେରକୁ ?

କାଇଁ
କିଛି କହୁନା ଯେ !

ସୁହାସିତମ୍”,କସ୍ତୁରୀ ନଗର,
ରାୟଗଡା: ୭୬୫୦୦୧.
ଭ୍ରାମ୍ୟଭାଷ : ୯୪୩୭୯୦୯୬୭୫

Comments are closed, but trackbacks and pingbacks are open.