Latest Odisha News

BREAKING NEWS

ସଡକ-୨ ଟ୍ରେଲର ନାପସନ୍ଦରେ ରେକର୍ଡ କରିବ !

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସରେ ମହେଶ ଭଟ୍ଟ ଏବଂ ଫ୍ୟାମିଲି ଉପରେ ଦର୍ଶକ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଅଛନ୍ତି । ରିୟା ଚକ୍ରବର୍ତିଙ୍କ ସହ ମହେଶ ଭଟ୍ଟଙ୍କ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ଏହାର ପ୍ରମାଣ ସଡକ-୨ ଟ୍ରେଲର ରିଲିଜରେ ଜଣାପଡିଛି । ୟୁଟ୍ୟୁବରେ ଏହି ଟ୍ରେଲର ରିଲିଜ ହେବାର ୫ ଘଂଟାରେ ୮୭ ହଜାର ଲୋକ ଏହାକୁ ପସନ୍ଦ କରିଥିବା ବେଳେ ୧୦ ଲକ୍ଷରୁ ଅଧିକ ନାପସନ୍ଦ କରିଛନ୍ତି ।

ବୟକଟ ସଡକ-୨ ନାମରେ ଟୁଇଟରରେ ଟ୍ରେଣ୍ଡ କରୁଛି । ବୁଧବାର ଏହାର ରିଲିଜ ପରେ ୧ ଲକ୍ଷରୁ ଅଧିକ ଫିଲ୍ମ ବିପକ୍ଷରେ ମତ ଦେବା ସହ କଟାକ୍ଷ କରିଥିଲେ । ଆଲିୟା ଭଟ୍ଟ, ମହେଶ ଭଟ୍ଟ ଓ ସଞ୍ଜୟ ଦତଙ୍କ ନାମରେ ଅନେକ ବ୍ୟଙ୍ଗାତ୍ମକ ଫଟୋ ମଧ୍ୟ ଛଡା ଯାଇଛି ।

Leave A Reply

Your email address will not be published.