Latest Odisha News

BREAKING NEWS

୭ କର୍ମଚାରୀ କରୋନା ସଂକ୍ରମିତ, ଏସବିଆଇ ମୁଖ୍ୟ ଶାଖା ସିଲ୍

ଭୁବନେଶ୍ୱର: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ମୁଖ୍ୟ ଶାଖାର ୭ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ରବିବାର ଦିନ ଅଫିସକୁ ସିଲ୍ କରିଛି।

ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ ୟୁନିଟ୍ ୧ ରେ ଥିବା ଏସବିଆଇ ମୁଖ୍ୟ ଶାଖା ବିଲ୍ଡିଂ ଆଜିଠାରୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଉଛି।

Leave A Reply

Your email address will not be published.