Latest Odisha News

BREAKING NEWS

Browsing Tag

sbi

୮ କୋଟିର ବ୍ୟାଙ୍କ ଋଣ ଜାଲିଆତି ମାମଲା, ଆଉ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ବ୍ୟାଙ୍କ ଋଣ ଘୋଟାଲା ମାମଲାରେ ରବିବାର ଅର୍ଥନୈତିକ ଅପରାଧ ଶାଖା (EOW) ଆଉ ୨ ଜଣଙ୍କୁ ଗିରଫ କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଫୁଲବାଣୀ ଶାଖାରେ ପ୍ରାୟ ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଓଡବ୍ଲୁ । ଗିରଫ ଅଭିଯୁକ୍ତ ହେଲେ…

କେମିତି ବଦଳାଇବେ ୨ ହଜାର ନୋଟ୍, ଏସବିଆଇ ଦେଲା ବଡ଼ ସୂଚନା

ଭୁବନେଶ୍ୱର: ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଆରବିଆଇର ଘୋଷଣା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କିଭଳି ୨ ହଜାର ନୋଟକୁ ବଦଳାଇବେ ସେ ନେଇ ଅନେକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏସବିଆଇ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ । ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ କୁହାଯାଇଛି,…

ୟୋନୋ ଆକାଉଣ୍ଟ ଅପଟୁଡେଟ୍‌ ବାହାନାରେ ଠକିନେଲେ ୩.୩୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ କ୍ରମାଗତ ଭାବେ କିଛି ଦିନ ହେଲା ସାଇବର ଜନିତ ଘଟଣାରେ ବୃଦ୍ଧି ଦେଖିବାକୁ ମିଳିଛି । ଷ୍ଟେଟ୍‌ ବ୍ୟାଙ୍କର ୟୋନୋ ଆପକୁ ଅପଟୁଡେଟ୍‌ କରିବା ବାହାନାରେ ୩.୩୫ ଲକ୍ଷ ଟଙ୍କା ଠକିନେଇଛନ୍ତି ସାଇବର୍ ଠକ । ଏକ ସପ୍ତାହ ମଧ୍ୟରେ ସାଇବର ଠକମାନେ ବ୍ରହ୍ମପୁର ସହରର ୩ ଜଣଙ୍କ…

ଋଣ ପରିଶୋଧ ନ ହେବାରୁ ଶାରଳା ସୂତାକଳକୁ ସିଲ୍ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ଜଗତସିଂହପୁର: ସିଲ୍ ହେଲା ଶାରଳା ସୂତାକଳ । ତିର୍ତ୍ତୋଲ ବ୍ଲକ ନାଉସିରା ଠାରେ ଥିବା ଶାରଳା ସୁତାକଳକୁ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଶାଖା ପକ୍ଷରୁ ସିଲ୍ କରାଯାଇଛି । ସୂତାକଳ ସହ ୧୫ ଏକର ୧୨ ଡିସିମିଲ୍ ଜାଗା ମଧ୍ୟରେ ଥିବା ସମସ୍ତ ସୌଧକୁ ଜବତ କରାଯାଇ ସିଲ କରିଛି…

ଏହି ୨ ଦିନ ବନ୍ଦ ରହିବ ଏସବିଆଇର ଡିଜିଟାଲ୍ ବ୍ୟାଙ୍କିଂ ସେବା, ଜାଣନ୍ତୁ କେଉଁ ସମୟରେ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ୍ ବ୍ୟାଙ୍କିଂ ସେବା ଆସନ୍ତା ମେ ୨୧ ଏବଂ ୨୩ରେ ବନ୍ଦ ରହିବ। ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟଫର୍ମର ଅପଡେଟେସନ୍ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ସେବା ବନ୍ଦ ରହିବ ବୋଲି ଜଣାପଡିଛି।…

୭ କର୍ମଚାରୀ କରୋନା ସଂକ୍ରମିତ, ଏସବିଆଇ ମୁଖ୍ୟ ଶାଖା ସିଲ୍

ଭୁବନେଶ୍ୱର: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ମୁଖ୍ୟ ଶାଖାର ୭ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ରବିବାର ଦିନ ଅଫିସକୁ ସିଲ୍ କରିଛି। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ ୟୁନିଟ୍ ୧…

ହ୍ଵାଟ୍ସଆପ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇପାରିବ,SBI ଜାରି କରିଛି ସତର୍କ ସୂଚନା

ନୂଆଦିଲ୍ଲୀ: ସୋସିଆଲ୍ ମେସେଜିଂ ଆପ୍ ହ୍ଵାଟ୍ସଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏକ ସତର୍କ ସୂଚନା ଜାରି କରିଛି। ଏହି ସୂଚନା ଅନୁଯାୟୀ, ହ୍ଵାଟ୍ସଆପ ରେ ଏକ ଛୋଟ ଭୁଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ ବଡ଼ କ୍ଷତି ହୋଇପାରେ। ଏହି ଆପରେ କଲ୍ କିମ୍ବା…

ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ନୂଆ ସ୍କିମ, ୨ବର୍ଷ ପାଇଁ ଇଏମଆଇ ଦେୟରୁ ମୁକ୍ତ

ନୂଆଦିଲ୍ଲୀ: କୋଭିଡ -୧୯ ଦ୍ୱାରା ପ୍ରଭାବିତ ଖୁଚୁରା ଋଣଗ୍ରହୀତାଙ୍କୁ ରିଲିଫ ଯୋଗାଇବା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏକ ଋଣ ପୁନଃନିର୍ମାଣ ନୀତି ପ୍ରଣୟନ କରିଛି। ନୂତନ ନୀତି ଅନୁଯାୟୀ, ଏସବିଆଇର ଋଣ ଗ୍ରାହକମାନେ ଯେକ କୌଣସି  ପ୍ରକାରର ଇଏମଆଇ ଦେୟରୁ…

EMI ସୁଝିବାକୁ SBI ଦେଲା ୨ ବର୍ଷ ରିହାତି

ନୂଆଦିଲ୍ଲୀ: ଆପଣ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ ଆଣିଛନ୍ତି କି । ଆପଣଙ୍କ ଦରମା କାଟ ହେଉଛି । ଲକଡଉନ୍‌ରେ ଆପଣଙ୍କ ବ୍ୟସାୟ ପ୍ରଭାବିତ ହୋଇଛି କି? ଯଦି ହଁ ତା’ହେଲେ ଏସ୍‌ବିଆଇ ଆପଣଙ୍କ ପାଇଁ ଆଣିଛି ଖୁସି ଖବର । ଭାରତୀୟ ଷ୍ଟେଟ ବ୍ୟାଙ୍କ ତଥା ଏସ୍‌ବିଆଇରୁ ଗୃହ ରୁଣ କିମ୍ବା ଅନ୍ୟାନ୍ୟ ରୁଣ…

ଏସବିଆଇ ଫିକ୍ସଡ଼ ଡିପୋଜିଟ ସୁଧ ହାର ହ୍ରାସ କରିଛି, ଜାଣନ୍ତୁ ନୂଆ ହାର କ’ଣ ହୋଇଛି

ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛି । ଫିକ୍ସଡ଼ ଡିପୋଜିଟ ଉପରେ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଖୁଚୁରା ଘରୋଇ ଟର୍ମ ଜମା ଉପରେ ୨ କୋଟିରୁ କମ୍ ଟଙ୍କା ଜମା ଉପରେ ୧ ରୁ ୨ ବର୍ଷ ପାଇଁ ୦.୨୦% ହ୍ରାସ…