Latest Odisha News

‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାରା ଦେଶରେ ନିର୍ବାଚନ ମାହୋଲ ଜାରି ରହିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ରାଜନୈତିକ ଦଳମାନଙ୍କର ପାଣ୍ଠିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣୂ ରାୟ ଦେଇଛନ୍ତି ।

ଏନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି, ‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ । ମାତ୍ର ଆସନ୍ତା ମେ ୩୦ ତାରିଖ ସୁଦ୍ଧା ସିଲ୍ ହୋଇଥିବା କଭର ଦ୍ୱାରା ସମସ୍ତ ରାଜନୈତିକ ଦଳ ଗୁଡିକ ସେମାନଙ୍କର ପାଣ୍ଠି ଓ ଚାନ୍ଦା ସମ୍ପର୍କୀୟ ବିଶଦ ବିବରଣୀ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.