Latest Odisha News

BREAKING NEWS

୧୧ କେ.ଭି ବିଦ୍ୟୁତ ତାର ଛିଡି ପଡିଲା , ଜଳିଗଲା ୫ ପରିବା ଦୋକାନ

କଳାହାଣ୍ଡି : ହଠାତ୍ ଛିଡିଗଲା ୧୧ କେଭି ବିଦ୍ୟୁତ ତାର । ପ୍ରାୟ ୫ ବଖରାରୁ ଅଧିକ ପରିବା ଦୋକାନ ଜଳି ଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଛକ ନିକଟଟେ ଏପରି ଅଘଟଣ ଘଟିଛି । ତାରଟି ଛିଡି ଯିବାରୁ ପାଖରେ ଥିବା ଅଧିକାଂଶ ଦୋକାନ ଜଳି ଯାଇଛିାସେପଟେ କ୍ଷତି ପୁରଣ ଦାବିରେ ବ୍ୟବସାୟୀ ମାନେ ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଁଞ୍ଚି ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରି ବୁଝାସୁଝା କରିଛି ।

Leave A Reply

Your email address will not be published.