Latest Odisha News

BREAKING NEWS

ବିବାହର ୪ ବର୍ଷ ପରେ ଗୁଡ ନ୍ୟୁଜ ଶେୟାର କଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କାପୁର ବିବାହର ୪ ବର୍ଷ ପ୍ରଶଂସକଙ୍କ ସହ ଗୁଡ ନ୍ୟୁଜ ଶେୟାର କରିଛନ୍ତି । ସୋସିଆଲ ମିଡିଆରେ ସୋନମ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ସେ ଶେୟାର କରିଥିବା ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ପତି ଆନନ୍ଦ ଆହୁଜା ମଧ୍ୟ ଫଟୋରେ ବେଶ ଖୁସି ଥିବା ଜଣା ପଡୁଛନ୍ତି । ସୋନମ ଏବଂ ଆନନ୍ଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

୨୦୧୮ରେ ଉଭୟଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ସୋନମ ପତି ଏବଂ ପରିବାର ସହ ଅଧିକାଂଶ ସମୟ କାଟୁଛନ୍ତି । ଶେଷ ଥର ତାଙ୍କୁ ଦି ଜୋୟା ଫ୍ୟାକ୍ଟର ଫିଲ୍ମରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.